କିଟରେ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନକ୍ଲେଭ

ଭୁବନେଶ୍ୱର: କିଟ୍‍ର ରୌପ୍ୟ ଜୟନ୍ତୀ ଓ କିଟ୍‍ ଟିବିଆଇର ୧୨ବର୍ଷ ପୂର୍ତ୍ତି ଅବସରରେ କିଟ୍‍ ଟିବିଆଇ ପକ୍ଷରୁ କିଟ୍‍ରେ ଶୁକ୍ରବାରଠାରୁ ଦୁଇଦିନିଆ ଷ୍ଟାର୍ଟ ଅପ୍‍ ଇନୋଭେସନ୍‍ କନ୍‍କ୍ଲେଭ ଆରମ୍ଭ ହୋଇଛି। ଆଜି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଉତ୍ତର…

ନତକାଇ ସ୍ଥିତ ଗୋସ୍ୱାମୀ ଆଖାବାବା ଙ୍କ ଆଶ୍ରମ ରେ ପଣ୍ଡୁ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ମହୋସବ ପାଳିତ l

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଢଙ୍ଗୀ) ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ସ୍ଥିତ ବାଘୁଆ ମଠ ପରିସରରେ ପଣ୍ଡୁ ପୂର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ମହୋତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମ ଅବଧୁତ ଗୋସ୍ୱାମୀ ଅଖା ବାବାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ଗୁଣ ଶୂନ୍ୟ ବ୍ରହ୍ମ…

ମାନ ହାଟନ କ୍ଲବ୍ ଦ୍ଵାରା “ସେକେଣ୍ଡ ଏ ଜି ମିଡଲାଣ୍ଡ କପ୍”

ଭୁବନେଶ୍ୱର ; ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଭୁବନେଶ୍ୱର ଆଜି ସାରା ଦେଶରେ "ସ୍ପୋର୍ଟସ କ୍ୟାପିଟାଲ" ଭାବେ ନାମିତ ହୋଇପାରିଛି। ତାଙ୍କ ପ୍ରେରଣାରେ ସହରର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ମାନ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରି, ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ…

ଜଗତସିଂହପୁର ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮ଜଣିଆ ଟିମ୍‌

ସମ୍ବଳର ସଠିକ୍‌ ବିନିଯୋଗ, ଭିତ୍ତିଭୂମିର ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱ  ୨ଦିନରେ ୩୫ସ୍କୁଲ୍‌ର କାର୍ଯ୍ୟସମୀକ୍ଷା  ଡିଜିଟାଲ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ  ସରକାରୀ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା…

ଚିୟରଅପ୍ ଫାଉଣ୍ଡେସନ୍ ପକ୍ଷରୁ କାଲିଫର୍ନିଆରେ ଭୂବନେଶ୍ୱରୀ ମହୋତ୍ସବ

ଭୁବନେଶ୍ୱର :ଆମେରିକାର କାଲିଫର୍ନିଆ ସ୍ଥିିତ ସାଂସ୍କୃତିକ ଅନୁଷ୍ଠାନ ଚିୟରଅପ୍ ଫାଉଣ୍ଡେସନ୍‌ ତରଫରୁ ଶାସ୍ତ୍ରୀୟ ସଂଗୀତ, ନୃତ୍ୟ ତଥା ଲୋକସଂଗୀତର ମିଶ୍ରଣର ଏକ ମନୋଜ୍ଞ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଅନୁଷ୍ଠାନର ପ୍ରତିଷ୍ଠାତା ଇଞ୍ଜିନିୟର ବିଭୁଦତ୍ତ ଦାଶ ଓ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ

https://youtu.be/KExxe_g8TCk ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି-ଇଫୁ ମଲ୍ଲିକ ଭୁବନେଶ୍ୱର : ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଶ୍ରୀ ଇଫୁ…

ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ଫ୍ରି-ହୋଲ୍ଡ୍ ପରିବର୍ତ୍ତନ

କ୍ଷମତା ବିକେନ୍ଦ୍ରିକରଣ ପାଇଁ ପ୍ରସ୍ତାବ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ ଭୁସଂପତି ଖଣ୍ଡିଏର ଚିରଦିନ ମାଲିକାନା ପାଇବା ବହୁଲୋକଙ୍କ ସ୍ୱପ୍ନ । ଏହାକୁ ସାକାର କରିବା ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ…

ରେକର୍ଡ଼ ବିଜୟ ପରେ ନବୀନ ନିବାସରେ ବିଧାୟକ ସୁଶାନ୍ତ ସିଂ ଙ୍କର ସହିତ ପହଂଚିଲେ ବର୍ଷା

https://youtu.be/TT9y1s7Qo_w ମୁଖ୍ୟମନ୍ତ୍ରୀ ଙ୍କର ଆଶୀର୍ବାଦ ନେବା ସହିତ ଆଲୋଚନା କଲେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବେ ଶାଶୁ ଶ୍ଵଶୁରଙ୍କ ନେଲେ ଆଶୀର୍ବାଦ, କହିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିବିନି ବରଗଡ଼ :- ଗତକାଲି ପଦ୍ମପୁର ଉପନିର୍ବାଚନ ରେ ରେକର୍ଡ…

ପଦ୍ମପୁର ରେ ବିଜେପୁର ରିଟର୍ଣ୍ଣ

ବର୍ଷା ଙ୍କର ସହିତ ବିରୋଧୀ ଙ୍କର ମୁଖ୍ୟ ଟାର୍ଗେଟ ଥିଲେ ସୁଶାନ୍ତ ସିଂ ବିରୋଧୀ ମାନଙ୍କ ସବୁ ରଣନୀତି କୁ ଓଲଟାଇ ଦେଲେ ମାଷ୍ଟର ବ୍ଲାଷ୍ଟର ସୁଶାନ୍ତ ସିଂ ବରଗଡ :- ପଦ୍ମପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ରେକର୍ଡ ମାର୍ଜିନ ର ବିଜୟ ପଛରେ ଦଳର…

ଆରଏସଏସ ର ‘ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ’ ସମାପନ ସମାରୋହ

ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଲେ ବୈଜୟନ୍ତ ନାଗପୁର : ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ -ଆରଏସଏସ ର 'ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ' ସମାପନ ସମାରୋହ ନାଗପୁରଠାରେ ଅନୁଷ୍ଠିତ । ଯୋଗଦେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ସମେତ ଦେଶର ୭ ବିଶିଷ୍ଟ…