ଜଳସମ୍ପଦ ମନ୍ତ୍ରୀଙ୍କୁ ଭେଟିଲେ ଓଏଲଆଇସି ଅଧ୍ୟକ୍ଷ ଓ ନିଗମର ଅଧିକାରୀ-ଯନ୍ତ୍ରୀ
• ସର୍ବଭାରତୀୟ ସ୍ତରୀୟ ପୁରସ୍କାର ପ୍ରାପ୍ତି ପାଇଁ ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ
• କୃଷକମାନଙ୍କ ସମସ୍ୟାକୁ ବୁଝି ଆଗକୁ ଆହୁରି ଭଲ କାମ କରିବାକୁ ପରାମର୍ଶ
ଭୁବନେଶ୍ୱର: ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ…