ଜାଗା ମିଶନକୁ ନେଇ ସରକାରଙ୍କୁ ପ୍ରମାଣ ସହ ବିଜୟ ପଟ୍ଟନାୟକଙ୍କ ସିଧା ଟାର୍ଗେଟ
ବାସଉପଯୋଗୀ ଜମି ଅଧିକାର ହିତାଧିକାରୀ ତାଲିକା ଚୟନରେ ଘୋର ଦୁର୍ନୀତି ହୋଇଛି
ଜାଗା ମିଶନର ହିତାଧିକାରୀ ଚୟନ ତାଲିକାରେ ବହୁ ଅନିୟମିତତା ଓ ଚଂଚକତା କରାଯାଇଛି
ଗରିବ ଲୋକଙ୍କୁ ଜମି ଯୋଗାଇ ଦେବା କ୍ଷେତ୍ରରେ ଏତେ ଦୁର୍ନୀତି କାହିଁକି ?
କଥାରେ ଟ୍ରାନ୍ସଫରମେଶନ ହୁଏ…