ଡ. ସୁରେନ୍ଦ୍ରନାଥ ମହାପାତ୍ର ହେଲେ ‘ବିଶ୍ବ ଓଡ଼ିଶା’ ର କାର୍ଯ୍ୟକାରୀ ସଭାପତି

"ବିଶ୍ବ ଓଡ଼ିଶା"ର ଧଉଳି ଅଧିବେଶନ ଅନୁଷ୍ଠିତ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଇଣ୍ଡୋନେସିଆ ନିଯୁକ୍ତ ହେଲେ ଶୁଭେନ୍ଦୁ ମିଶ୍ର ଭୁବନେଶ୍ୱର (ଶାସକ ପ୍ରଶାସକ) : 'ବିଶ୍ବ ଓଡ଼ିଶା' ଅନୁଷ୍ଠାନର ଏକ ସ୍ୱତନ୍ତ୍ର ଅଧିବେଶନ ଧଉଳି ଶାନ୍ତିସ୍ତୁପଠାରେ ଉପ ସଭାପତି ଦିଲୀପ କୁମାର ରାୟଙ୍କ…

ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ପୋଷ୍ଟର ଓ ଲିଫଲେଟ ଉନ୍ମୋଚିତ

ବରଗଡ :-ବରଗଡ଼ ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଇତି ମଧ୍ୟରେ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ଆଉ ମାତ୍ର କିଛିଦିନ ପରେ ଶୁଭିବ ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସ ଙ୍କର ଅଟ୍ଟହାସ୍ୟ । ମଥୁରା ନଗରୀରେ ପରିଣତ ହୋଇଯିବ ବରଗଡ଼ ସହର । ବିଶ୍ୱପ୍ରସିଦ୍ଧ…

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୫ଜିର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତର ପ୍ରେମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ୍ସ ପ୍ରଦାତା ଏୟାରଟେଲ୍ ଓ ଏସିଆର ବିଶ୍ୱସନୀୟ ହେଲ୍‌ଥକେୟାର ଗ୍ରୁପ୍ ଆପୋଲୋ ହସ୍ପିଟାଲ ମିଳିତ ଭାବେ ଭାରତର ପ୍ରଥମ ୫ଜି ଚାଳିତ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ଗାଇଡେଡ୍ କୋଲୋନୋସ୍କୋପି ଟ୍ରାଏଲ୍ କରିଛନ୍ତି । ଏହି ପରୀକ୍ଷଣକୁ…

4790 କନେଷ୍ଟବଳ ପଦବୀ ପୂରଣ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ ସମସ୍ତ ପଦବୀ…

ବଡଦିନରେ ସୋଆ କ୍ୟାମ୍ପସ୍ ପରିଭ୍ରମଣ କରିବ ବିଶ୍ୱକପ୍ ହକି ଟ୍ରଫି

ଭୁବନେଶ୍ୱର,: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ । ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଭାଗ ନେଉଥିôବା ବେଳେ ଡିସେମ୍ବର ୨୫ରେ…

ଉତ୍କଳ ଆଲୁମିନାରେ ଅନ୍‍ ସାଇଟ ଜରୁରୀକାଳୀନ ମକ୍‍ ଡ୍ରିଲ

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ନିରାପତ୍ତା ଶୃଙ୍ଖଳାକୁ ଆପଣାଇ ସଂସ୍ଥାରେ ଏକ ମଜଭୁତ ନିରାପତ୍ତା ସଂସ୍କୃତି ଗଢିତୋଳିବା ଲକ୍ଷ୍ୟରେ ନିରନ୍ତର ପ୍ରୟାସ ସ୍ୱରୂପ ଆଦିତ୍ୟ ବିର୍ଲାର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ…

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର,– ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର…

ଓଡିଶାରେ ଦୁଇଟି ନୂଆ ରିଟେଲ୍ ଆଉଟ୍‌ଲେଟ୍‌ର ଶୁଭାରମ୍ଭ କରିଛି ଆଥର୍ ଏନର୍ଜି

ଭୁବନେଶ୍ୱର : ଭାରତର ପ୍ରଥମ ଇଂଟେଲିଜେଂଟ୍ ଇଲେକ୍‌ଟ୍ରିକ୍ ସ୍କୁଟର୍ ମାନୁଫ୍ୟାକ୍‌ଚରର୍ ଆଥର୍ ଏନର୍ଜି ପକ୍ଷରୁ ଭୁବନେଶ୍ୱରର ପଟିଆସ୍ଥିତ ମାଗ୍ନେଟିକ୍ ସ୍କୋୟାର୍ ଏବଂ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର୍‌ର ଉଦ୍‌ଘାଟନ କରାଯାଇଛି । ଏହି ନୂଆ ଆଉଟ୍‌ଲେଟ୍ ଦୁଇଟିକୁ ଜ୍ୟୋତି ମୋଟର୍ସ ସହ…

ଓଡିଶା ର ପିଲା ମାନେ କାହା ଠାରୁ କମ୍ ନୁହଁ

ସର୍ଗିଫୁଲ ଉଦ୍ ଯାପିତ  ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି - ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ୨୦୨୩ ଡିସେମ୍ବର ସୁଦ୍ଧା ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କ ପାଇଁ ଆଉ ୧୦୦ଟି…

ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୬ ଖେଳାଳୀ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ଓଡିଆ ଖେଳାଳୀ । ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମରେ ହେବାକୁଥିବା ଦି୍ୱତୀୟ ଆନ୍ତର୍ଜାତୀୟ ଓପନ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନିତ ହୋଇଛନ୍ତି ଜିଲ୍ଲାର ୬ ପ୍ରତିଭାବାନ ଖେଳାଳୀ ।…