କୋଟିଆ ପାଇଁ ଚିନ୍ତା ନାହିଁ, ବିଜେଡ଼ି ନେତା ଆନ୍ଧ୍ରର ଭାଷା କହୁଛନ୍ତି : ବିଜେପି
କେନ୍ଦ୍ରମନ୍ତ୍ରୀଙ୍କ ସହ କୋଟିଆରେ ଗ୍ରାଉଣ୍ଡ୍ ସମୀକ୍ଷା କରିବା ପରେ ବିଧାୟକଙ୍କ ପ୍ରେସମିଟ୍
ଭୁବନେଶ୍ୱର: କୋଟିଆ ଗ୍ରାମପୁଞ୍ଜର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଚିନ୍ତା ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବା କଥାକୁ ସମର୍ଥନ କରିବା…