କାଲି ଥିଲେ କନେଷ୍ଟବଳ : ଆଜି ଡିଗ୍ରୀ କଲେଜରେ ଅଧ୍ୟାପକ
ଭୁବନେଶ୍ୱର : ୧୬ ବର୍ଷ ପୁଲିସ୍ କନେଷ୍ଟବଳ ଚାକିରୀ କରିବାପରେ ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରି ଡୁଙ୍ଗୁରିପାଲି ବ୍ଲକର ଶ୍ରୀରାମ ଡିଗ୍ରୀ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଲମ୍ବୋଦର ପ୍ରଧାନ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ…