ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :- ନିଞ୍ଜା ସ୍ପୋର୍ଟିଂ ଚାମ୍ପିଅନ

0

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ୍ ପଡିଆ ଠାରେ ଆୟୋଜିତ ରାତ୍ରିକାଳୀନ କ୍ରିକେଟ ଉଦଯାପିତ ହୋଇଛି l ଫାଇନାଲ୍ ମ୍ୟାଚରେ ପଦ୍ମପୁର ନିଞ୍ଜା ଦଳ ମହୁଲପାଲି କେ.ସି.ସି ଦଳ କୁ ହରାଇ ଚମ୍ପିୟନ ହୋଇଛି l ଉଦଯାପନୀ ଉତ୍ସବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ସାବିତ୍ରୀ ବାଗ ମୁଖ୍ୟ ଅତିଥି, ଯୁବନେତା ଭୋଜରାଜ ସିଂ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ନଗଦ ୧୮୦୦୦ ଟଙ୍କା ସହିତ ଟ୍ରଫି, ଉପବିଜୟୀ ଦଳକୁ ୧୨୦୦୦ ଟଙ୍କା ସହ ଏକ ଟ୍ରଫି ଏବଂ ମ୍ୟାନ୍ ଅଫ୍ ଦି ସିରିଜ ଅନିଲ ହାତୀଙ୍କୁ ସାଇକେଲ ସହ ଟ୍ରଫି ପ୍ରଦାନ କରିଥିଲେ l

Leave A Reply

Your email address will not be published.