ଲୋକାର୍ପିତ ହେଲା ପ୍ରାବନ୍ଧିକ ଜ୍ୟୋତି ପ୍ରକାଶ ଘୋଷଙ୍କ “ରୋଚକ କଥା”
https://youtu.be/L5BtcSz2kfk
ଭୁବନେଶ୍ୱର : ଦୈନିକ ଖବର କାଗଜରେ ସମସାମୟିକ ସମସ୍ୟା ତଥା ପ୍ରସଙ୍ଗକୁ ନେଇ ପ୍ରାବନ୍ଧିକ ଜ୍ୟୋତି ପ୍ରକାଶ ଘୋଷଙ୍କ ପ୍ରକାଶିତ ନିୟମିତ ସ୍ତମ୍ଭକୁ ନେଇ ସଂକଳିତ ପୁସ୍ତକ "ରୋଚକ କଥା" ନିର୍ଭୟର ନବମ ବାର୍ଷିକ ଉତ୍ସବ ଅବସରରେ ଲୋକାର୍ପଣ ହୋଇଯାଇଛି । ନିର୍ଭୟର…