ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପୀଠରେ ରାଜଭିଷେକ ଉଛବ ମହା ସମାରୋହରେ ପାଳିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ର ପୁରାତନ, ପ୍ରାଚୀନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ରାଜଭିଷେକ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉଛବ ରେ ଠାକୁର ରାଜା ଭାବେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଯୋଗଦେଇଥିଲେ…

ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଉଦଘାଟିତ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଦ୍ଵିତୀୟ ଗ୍ୟାଲେକ୍ସି କପ ବ୍ୟାଡ଼ମିଣ୍ଟନ ଉଦଘାଟିତ ହୋଇଯାଇଛି l ଜିଲ୍ଲପରିଷଦ ସଦସ୍ୟ ଲବକୁମାର ସାହୁ ମୁଖ୍ୟ ଅଥିତି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଉକ୍ତ…

ନବସୃଜନ ଏବଂ ନୀତି ପାଇଁ ଡାଟା ବ୍ୟବହାର ଦିଗରେ ଓଡ଼ିଶାର ବଡ଼ ପଦକ୍ଷେପ: ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ…

ସନ୍ତୁଳିତ ଆଞ୍ଚଳିକ ବିକାଶ ପାଇଁ ଚିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡ଼ିଶା ସରକାର ପ୍ରତିଷ୍ଠା କରିବାକୁ ଯାଉଛନ୍ତି ଏକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର । ଭୁବନେଶ୍ୱର: ଏକ ଅତ୍ୟାଧୁନିକ ଡାଟା, ପଲିସି ଏବଂ ଇନୋଭେସନ୍ ସେଣ୍ଟର (ଡିପିସିଆଇ) ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା…

ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୂଲ୍ୟରେ ସ୍ବତନ୍ତ୍ର ଅଧିବେଶନ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେ଼ମୀ ଗଜପତି ଜିଲ୍ଲା ସଦସ୍ୟ…

ଆଦିବାସୀ ଅଞ୍ଚଳରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଙ୍ଗଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ସଭାପତିତ୍ବ କରିଥିବା…

ପୁରୁଷ ହକି ବିଶ୍ୱକପ୍ ଟ୍ରଫିର ଜିଲ୍ଲା ପରିକ୍ରମା ଏବଂ ଜିଲ୍ଲାମହୋତ୍ସବ କଲ୍ଲୋଳ-୨୦୨୩ ନିମନ୍ତେ ସମ୍ବାଦଦାତା ସମ୍ମିଳନୀ

ଜଗତସିଂହପୁର,/ସୁମନ୍ତକୁମାରଦାସ:ଆସନ୍ତା ଜାନୁୟାରୀ ୧୦ ତାରିଖରେ ପୁରୁଷ ବିଶ୍ୱକପ୍ ହକି ଟ୍ରଫିର ଜଗତସିଂହପୁର ଜିଲ୍ଲା ପରିକ୍ରମା ଏବଂ ଜାନୁୟାରୀ ୧୫ ରୁ ୨୧ ତାରିଖ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ-୨୦୨୩, ଆୟୋଜନ ସଂପର୍କୀୟ ଏକ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଲାପାଳ…

” ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ” ବୈଠକ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱର ଖ୍ରୀଷ୍ଟିଆନ କମ୍ୟୁନିଟି ଓ ଡଃ ନବୀନ ବୋଡ଼ୋନାୟକ୍ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ " ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ" ନାମକ ଏକ ବୈଠକ ଭୁବନେଶ୍ୱରର ହୋଟେଲ ହିନ୍ଦୁସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୂଳ ବିଷୟବସ୍ତୁ ଥିଲା "ଏକତାର ବର୍ଷ"…

ଜ଼ିଲ୍ଲାସ୍ତରୀୟ ମୋ କଲେଜ କାର୍ଯ୍ୟକ୍ରମ ସଫଳ ଭାବରେ ଅନୁଷ୍ଠିତ ହେଲା

ସମ୍ବଲପୁର/ଭୁବନେଶ୍ୱର:: ସମ୍ବଲପୁରର ଗଙ୍ଗାଧର ମେହେର ୟୁନିଭେର୍ସିଟି ଠାରେ ଏକ ଜ଼ିଲ୍ଲା ସ୍ତରୀୟ ବୈଠକ  ମୋ କଲେଜ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଉଚ୍ଚ ଶିକ୍ଷା  ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଓ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଯୋଗ ଦେଇଥିଲେ.…

ଲଖମରା ବ୍ରିଜ କାର୍ଯର ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା

ଗତବର୍ଷ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ସ୍ବର୍ଗତ ବିଧାୟକ କରିଥିଲେ ଶିଳାନ୍ୟାସ ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଚରଦାପାଲି ପଞ୍ଚାୟତ ଓ ଲଖମରା ଗ୍ରାମପଞ୍ଚାୟତ ମଧ୍ୟରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ମୁଖ୍ୟତଃ ବର୍ଷା ଦିନରେ ଚରଦାପାଲି…

ଆମ୍ରି ହସପିଟାଲରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ସି.ଏମ୍‌.ଇ ତଥା କର୍ମଶାଳା ଆୟୋଜିତ

ଅଧିବେଶନରେ ଯୋଗଦେଲେ ଖ୍ୟାତନାମା ଡାକ୍ତର ଓ ବିଶେଷଜ୍ଞମାନେ ବୈଜ୍ଞାନିକ  ଭୁବନେଶ୍ୱର: ଭାରତର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତଖାନାର ୧୦୦ରୁ ଅଧିକ ଡାକ୍ତର ଓ ବୃତିଗତ ପେଶାଦାରଙ୍କ ଅଂଶଗ୍ରହଣରେ ଆମ୍ରି ହସପିଟାଲସ,ଭୁବନେଶ୍ୱରଠାରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ଉପରେ ଜାତୀୟସ୍ତରୀୟ ଉଗଋ…