ରୋୖଦ୍ରତାପ : 19 ଓ 20ରେ ସ୍କୁଲ-ଅଙ୍ଗନୱାଡି ବନ୍ଦ
ପ୍ରଚଣ୍ଡ ରୋୖଦ୍ରତାପ ଯୋଗୁ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ (ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ) ଏବଂ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଏପ୍ରିଲ 19 ଓ 20 ରେ ବନ୍ଦ ରହିବ।
ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରୁ ଫେରିବା ପରେ ଗ୍ରୀଷ୍ମ…