ବଡମ୍ବା ଚିନି କଳ ଉପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

https://youtu.be/IY8WClnSFJo ଭୁବନେଶ୍ୱର (ଶାସକ ପ୍ରଶାସକ ): ବଡମ୍ବା ଚିନି କଳ ସଂପର୍କରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁୂଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଆୟୋଜିତ ଉକ୍ତ ବୈଠକରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ,…

“ବାଞ୍ଛାନିଧି ଥିଲେ ଜଣେ ନିର୍ଭୀକ ସଂଗ୍ରାମୀ କବି”

ଜାତୀୟ କବି ବାଞ୍ଛାନିଧିଙ୍କ ଶ୍ରାଦ୍ଧ ଦିବସବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଦ୍ୱାରା ପାଳିତ ଭୁବନେଶ୍ୱର : ଜାତୀୟ କବି ବାଞ୍ଛାନିଧି ମହାନ୍ତି ଥିଲେ ଜଣେ ନିର୍ଭୀକ ଦେଶଭକ୍ତ । ଯେତେବେଳେ ଫିରିଙ୍ଗିର କ୍ରୁରଶାସନ ତଳେ ସାରା ଜନତା ଭୀତତ୍ରସ୍ତ, ଠିକ୍‍ ସେତିକିବେଳେ ଜଣେ ଶିକ୍ଷିତ ଯୁବକ…

ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଭିଡ଼ିଓ କନଫ୍ରେରେନ୍ସ ବୈଠକରେ…

ଗଜପତି ଜିଲ୍ଲା ସ୍କାଉଟ୍ସ ଓ ଗାଇଡସ୍ କୁ ରାଜ୍ୟ ପୁରସ୍କାର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ଼ସ୍ ର ୩୬ ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜ୍ ଭବନର ନୂଆ ଅଭିଷେକ ହଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍କାଉଟ୍ସ ଏବଂ ଗାଇଡ଼ସ୍ ର ପୁଷ୍ଠ ପୋଷକ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ…

ମାନସିକ ବିକୃତ ରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ କଲେ ଡାକ୍ତର ଛାତ୍ର

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ନିକଟ ସୁକାନାଣ୍ଡା ଠାରେ ଥିବା ମଦର ଟେରସା ହୋମ ଠାରେ ଥିବା ମାନସିକ ବିକୃତ ରୋଗୀଙ୍କ ଗହଣରେ ଏକ ନିଆରା ଢଙ୍ଗରେ ଜନ୍ମଦୀନ ପାଳନ କଲେ ଘୁ.ଉଦୟଗିରି ନିବାସି ଶ୍ରୀରାମ ପଦା ରବିନ୍ଦ…

ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ବିଦ୍ୟୁତ ଯନ୍ତ୍ରୀ ଘେରିଲେ ଚାଷି

ରାଇଘର/ନରସିଂହ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲୋ ଭୋଲ୍ଟେଜ ସମସ୍ୟା କୁ ନେଇ ଇଲେକ୍ଟ୍ରି ଅଫିସ ଘେରାଉ କଲେ ଚାଷୀ । ଲୋ ଭୋଲ୍ଟେଜ ସମସ୍ୟା ଯୋଗୁ ଫସଲ ଉଜୁଡିଯାଉଥିବା କାରଣରୁ ଚିନ୍ତାରେ ଚାଷୀ। ସୂଚନା ପ୍ରକାରେ ରାଇଘର ବ୍ଲକ ର ସବୁ ପଂଚାୟତର ଚାଷୀମାନେ ଏକତ୍ରିତ ହୋଇ ଲୋ ଭୋଲ୍ଟେଜ୍…

ଆସନ୍ତା କାଲିଠାରୁ ସ୍କୁଲ ଖରା ଛୁଟି।

ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ   ଆସନ୍ତାକାଲି…

ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବକ।

ଉମରକୋଟ-ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିଂସାରି ଗ୍ରାମରେ। ଯୁବକ ଜଣକ ହେଲେ କାମଦେବ ବେହେରା (୪୦)। କାମଦେବ ଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା କେସୁମାନି ଗ୍ରାମରେ। କାମଦେବ ଏକ ବର୍ଷ ହେବ ଶିଂସାରି ରେ ଘର…

କିଟ୍‌ରେ ଇଫ୍‌ତାର ପାଳିତ

ଭୁବନେଶ୍ୱର, ୧୯ ।୪: ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟରେ ଆଜି ଇଫ୍‌ତାର ପାଳିତ ହୋଇଯାଇଛି । କିଟ୍‌ରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍‌ତାର ପାର୍ଟିର…