ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପେକ୍ସ ସଭାପତି ମୃତ

ଶୋକ ପ୍ରକାଶ କଲେ ବିଧାୟକ ସୁଶାନ୍ତ ସିଂହ ବରଗଡ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଟୁଙ୍ଗିବନ୍ଧଲି ଗ୍ରାମର ଶ୍ରୀ ଗିରିଜା ଶଙ୍କର ଚୌହାନ ଙ୍କର ସୋହେଲା ଛକ ଠାରେ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଘଟଣା ଅଂଚଳ ବାସୀ ଙ୍କୁ ମର୍ମାହତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଶ୍ରୀ ଚୌହାନ…

ବିଧାୟିକା ଙ୍କ ଦ୍ଵାରା ମିଲେଟ ଶକ୍ତି ନ୍ୟୁଟ୍ରି ସେଣ୍ଟର ଉଦ୍ଘାଟିତ

ପଦ୍ମପୁର: ସ୍ଵୟଂ ସହାୟକ ଗୋଷ୍ଠୀ କିପରି ନିଜେ ସ୍ୱାବଲମ୍ବୀ ହେବେ ସେଥିପାଇଁ ସରକାର ଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରିବା ସହିତ ରଣ ମଧ୍ଯ ପ୍ରଦାନ କରାଯାଉଛି। ପଦ୍ମପୁର ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ କନସିଂହା ଗ୍ରାମ ଛକରେ ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ଆଦିବାସୀ ସ୍ଵୟଂ ସହାୟକ…

ଏମଇଏମସି ସପ୍ତାହରେ ଟାଟା ଷ୍ଟିଲର ଲୌହ ଓ ମାଙ୍ଗାନିଜ ଖଣି ୧୨ଟି ପୁରସ୍କାରରେ ସମ୍ମାନିତ

ଯୋଡ଼ା: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣିକୁ ଭୁବନେଶ୍ୱରଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଆୟୋଜିତ ୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୨-୨୩ ଅବସରରେ ୧୨ଟି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଟାଟା…

ଦୁଇ ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ଓଡିଶା ମୋ ପରିବାର

ଭୁବନେଶ୍ୱର (ଶାସକ ପ୍ରଶାସକ): ଦିବ୍ୟାଙ୍ଗ ହେଲେ ମଧ୍ୟ ହାରି ନାହିଁ ତାଙ୍କ ମନୋବଳ, ଯୁବାବସ୍ଥାରେ ଗୋଡ଼ ହରାଇଥିଲେ ମଧ୍ୟ ପରିବାର ମୁହଁରେ ଆହାର ଯୋଗାଇବାପାଇଁ ଅନେକ ପରିଶ୍ରମ କରୁଛନ୍ତି ସେ, ତାଙ୍କ କରୁଣ କାହାଣୀ ସମ୍ପର୍କରେ ଜାଣିବା ପରେ ସହାୟ ହେଲା ଓଡ଼ିଶା ମୋ ପରିବାର । ସ୍ଵାବଲମ୍ବୀ…

ଜନାର୍ଦ୍ଦନପୁର ଗ୍ରାମରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ଜନାର୍ଦ୍ଦନପୁର ରାଜସ୍ୱ ଗ୍ରାମର ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ୧୨୬ ତମ ନେତାଜୀ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ(ବୁଲୁ ନନା)ଙ୍କ ପୌରାହିତ୍ୟରେ ମୁଖ୍ୟ…

ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସ୍ମୃତି ସଭା

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ସାଂସଦ ଡ଼ଃ. ରାଜଶ୍ରୀ ମଲ୍ଲିକଙ୍କ ଶଶୁର ତଥା ଶିକ୍ଷାବିତ ବ୍ରହ୍ମାନନ୍ଦ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭା ରେ ଜଗତସିଂହପୁର ଜ଼ିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ…

ମହାନ୍ ସ୍ଵାଧୀନତା ସଂଗ୍ରାମୀ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନ୍ ସ୍ଵାଧୀନତା ସଂଗ୍ରାମୀ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଳନ ହୋଇଯାଇଛି।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ଜିଲ୍ଲା କଂଗ୍ରେସ…

ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା : ମୁଖ୍ୟ ଆକର୍ଷଣ ଥିଲେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା

https://youtu.be/KbV7n-evrtk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ସମୃଦ୍ଧ ପରମ୍ପରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ର ଚତୁର୍ଥ ରଜନୀରେ ଝଲସି ଉଠୁଛି । ଏହା ସହ ପ୍ରବଳ ଜନସମାଗମ ହୋଇଥିବାର ଲକ୍ଷ୍ୟକରାଯାଇଛି ।…

୩୦ ଲିଟର ଦେଶୀ ରନ୍ଧା ମଦ ଜବତ, ଦୁଇ ଗିରଫ

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ପୁଲିସ ସୋମବାର ୩୦ ଲିଟର ରନ୍ଧା ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି।ଗିରଫ ଅଭିଯୁକ୍ତ ଦୁଇଜଣ ଯଦୁପଲ୍ଲୀ ଗ୍ରାମର…

ଓଡ଼ଗାଁ ଗସ୍ତରେ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ : ରଘୁନାଥଜୀଉଙ୍କ ମନ୍ଦିର ଓ ଅଗ୍ନିଶମ କାର୍ଯ୍ୟାଳୟ ପରିଦର୍ଶନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ସୋମବାର ଓଡିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ତଥା ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଓ ନାଗରିକ ପ୍ରତିରକ୍ଷା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସପତ୍ନୀକ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ସରକାରୀ…