“ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତି ରାଜ୍ୟ ସରକାରଙ୍କ ଦଳିତ ଆଦିବାସୀ ମନୋଭାବକୁ ସ୍ପଷ୍ଟ କରୁଛି”
ଭୁବନେଶ୍ୱର,: ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରିକାନ୍ତି ବେହେରା ଗତକାଲି ଦେଇଥିବା ମନ୍ତବ୍ୟ ବିଜୁ ଜନତା ଦଳ ସରକାରର ଦଳିତ, ଆଦିବାସୀ ଓ ମହିଳା ବିରୋଧି ଆଭିମୁଖ୍ୟର ପ୍ରତିଫଳନ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟ ସଭାପତି ଡ. ବିଭୂପ୍ରସାଦ ତରାଇ କଡା…