ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ- : ସୁରେଶ ମହାପାତ୍ର
କାମାକ୍ଷାନଗର/ରିତେଶ ବ୍ରହ୍ମା -ହାତୀଙ୍କ ସାଥୀ ହେବ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ସୂଚନା ଦେଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଦ୍ୟୁତ ନିଆମକ ଆୟୋଗର ଅଧ୍ୟକ୍ଷ ସୁରେଶ ମହାପାତ୍ର । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗସ୍ତରେ ଆସି କହିଛନ୍ତି ଶ୍ରୀ ମହାପାତ୍ର ।…