ଟ୍ରାନ୍ସଫରମିଂ ଓଡ଼ିଶା କନକ୍ଲେଭ-୨୦୨୩ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ।
ସୂଚନା ପ୍ରଯୁକ୍ତି ବିଦ୍ୟା ପାଇଁ ପ୍ରଗତିଶୀଳ ନୀତି ଢାଞ୍ଚା ଓଡ଼ିଶାକୁ ଏକ ପ୍ରମୁଖ ଟେକ୍ନୋଲୋଜି ହବରେ ପରିଣତ କରିବାରେ ସହାୟକ ହୋଇଛି –ମୁଖ୍ୟମନ୍ତ୍ରୀ
• ଓଡ଼ିଶାର ପ୍ରଗତିରେ ଶତମୁଖ ନିବେଶକ ଏବଂ ବୈଷୟିକ ବିଶେଷଜ୍ଞ
• ଇ-ଗଭର୍ଣ୍ଣାନ୍ସ, ଇଲେକ୍ଟ୍ରୋନିକ୍ସ, ଆଇଟି କ୍ଷେତ୍ରରେ…