ମହୁମାଛି ଆକ୍ରମଣ ରେ ୨ ଗୁରୁତର |

କାମାକ୍ଷାନଗର,(ରିତେଶ ବ୍ରହ୍ମା): କେନ୍ଦୁଝର ଜିଲ୍ଲା କାଳିଆହତା ଗ୍ରାମର ରେ ମହୁମାଛି ଆକ୍ରମଣ ରେ ୨ ଜଣ ଗୁରୁତର ହୋଇଛନ୍ତି |୨ ଗୁରୁତର ହେଉଛନ୍ତି ସେହି କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ |ସୂଚନା ମୁତାବକ ଉଭୟ ଆଜି ଭୋର ସମୟରେ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇଥିଲେ।…

ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ଯକ୍ଷ୍ମା ନିରାକରଣରେ ବାଧକ ହେଉଛି : ବିଶେଷଜ୍ଞ

ଭୁବନେଶ୍ୱର  : କୋଭିଡ ମହାମାରୀ ପରବର୍ତୀ ସମୟରେ ବିଭିନ୍ନ ଫୁସ୍‌ଫୁସ୍ ଜନିତ ସମସ୍ୟା ବୃଦ୍ଧି ପାଉଥିବା ବେଳେ ଯକ୍ଷ୍ମା (ଟିବି) ଭଳି ମାରାତ୍ମକ ବ୍ୟାଧିକୁ ଏତେଟା ଗୁରୁତ୍ୱ ମିଳିପାରୁ ନାହିଁ ବୋଲି ଶନିବାର ମନ୍ତବ୍ୟ ଦେଇଛନ୍ତି ବିଶିଷ୍ଟ ଫୁସ୍‌ଫୁସ୍ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର)…

ସମ୍ମମ୍‌ରେ ବିଶ୍ୱ କର୍କଟ ଦିବସ ପାଳିତ

ଭୁବନେଶ୍ୱର , : ସମ୍ ଅଲ୍ଟିମେଟ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ଅବସରରେ ସୁସ୍ଥତା ଲାଭ କରିଥିବା ରୋଗୀମାନଙ୍କୁ ନେଇ ଶନିବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ସମ୍ମମର ହୋପ୍ ସ୍ପ୍ରିଙ୍ଗ୍‌ସ ବ୍ଲକକୁ ନେଇ ‘ହୋପ୍ ସ୍ପ୍ରିଙ୍ଗ୍ ସାଗା’ କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ…

ସଶସ୍ତ୍ର ବ୍ୟାଙ୍କ ଲୁଟ ଘଟଣା,ତଦନ୍ତ କଲେ ଉତ୍ତରାଞ୍ଚଳ ଡି.ଆଇ.ଜି

କାମାକ୍ଷାନଗର,(ରିତେଶ ବ୍ରହ୍ମା):-ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଗତକାଲି ଦିନ ଦ୍ବିପହରରେ ହୋଇଥିବା ବଡ଼ ସଶସ୍ତ୍ର ଲୋଟ ଘଟଣା , ତଦନ୍ତ ପାଇଁ ଆଜି ବ୍ୟାଙ୍କ ରେ ପହଁଚିଲେ ଉତ୍ତରାଞ୍ଚଳ ଡ଼ି.ଆଇ.ଜି ବ୍ରିଜେଶ କୁମାର ରାଏ |ତେବେଘଟଣା ସ୍ଥଳରେ…

ରେଙ୍ଗାଳି ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷା ନଗର ରେଙ୍ଗାଳି ବାମପାର୍ଶ୍ଵ ପାଣି ପଂଚାୟତ ସଭା ଗୃହ ପରିସରରେ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ପଟନାୟକଙ୍କ ସଭାପତି ତ୍ବରେ ମୂଖ୍ୟ ଅତିଥି…

ହୁତୁହୁତୁ ହୋଇ ଜଳୁଛି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଶାଳ, ପିଆଶାଳ ଗଛ ନିଆଁରେ ଜଳିପୋଡି ନଷ୍ଟ ।ଏଥିସହିତ ଚାଷ ଜମି…

ସରକାରଙ୍କ ଐରାବତ ଯୋଜନା ଦିଗହରା,ଖାଲି ଘୋଷଣା ଭିତରେ ।

ଅସହ୍ୟ ହେଲାଣି ହାତୀ-ମଣିଷ ଲଢେଇ ,ଭଗବାନଙ୍କ ଭରଷାରେ ଚାଷୀ କାମାକ୍ଷାନଗର,(ରିତେଶ ବ୍ରହ୍ମା): ଅସହ୍ୟ ହୋଇ ଗଲାଣି ହାତୀ-ମଣିଷର ଲଢେ଼ଇ । କରୋନାର ଦୁଃଖ ଠାରୁ ହାତୀ ଉପଦ୍ରବର ଦୁଃଖ ଏବେ ଚାଷୀ ଭାଇ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ହାତୀ ଆତଙ୍କରେ ଥରହର ଏବେ ସମ୍ପୂର୍ଣ୍ଣ ଗାଁ ଠୁ ସହର ।…

ଭାରତୀୟ ସେନା ଯବାନଙ୍କୁ ନିଜ ଗାଁ ରେ ଅବସର କାଳୀନ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା |

କାମାକ୍ଷାନଗର,(ରିତେଶ ବ୍ରହ୍ମା):ନାଚ ଗୀତ ସାଙ୍ଗକୁ ବାଜା ର ତାଳେ ତାଳେ ଜାତୀୟ ପତାକା ଧରି ଗାଁ ଦାଣ୍ଡରେ ବିଶାଳ ଶୋଭାଯାତ୍ରା। ଏହି ଶୋଭାଯାତ୍ରା କୌଣସି ରାଜନେତାଙ୍କ ପ୍ରଚାର ନୁହଁ କି, କୌଣସି ଭଷାଣି ଉତ୍ସାବ ର ନୁହଁ |ଏହା ହେଉଛି ଜଣେ ଭାରତୀୟ ସେନା ରୁ ଅବସରର ନେଇ ଗାଁ କୁ ଫେରିଥିବା ଜଣେ…

୩୫ ତମ ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍କାଉଟ ଗାଇଡ଼ ର ଜିଲ୍ଲା ସ୍ତରୀୟ କ୍ୟାମ୍ପରି ଉଦ୍ଘାଟିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ…

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ।

କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟ ନାରାୟଣ…