ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ଯୋଡ଼ାବ୍ଲକ ଘେରାଉ

ଯୋଡ଼ା / ପାର୍ଥ ସାରଥି ଷଡ଼ଙ୍ଗୀ:  ଯୋଡ଼ାବ୍ଲକ ରେ ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଯୋଡ଼ାବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା । ସୂଚନା ଯୋଗ୍ୟଯେ ଗତ ୨୫ ତାରିଖରେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ବିଜେପିର ଚମ୍ପୁଆ ବ୍ଲକ ଘେରାଉ

ଚମ୍ପୁଆ/ ରାଜେଶ ଆଚାର୍ଯ୍ୟ: ଚମ୍ପୁଆ ବ୍ଲକ ଅଧିନସ୍ଥ ଚମ୍ପୁଆ ଗ୍ରାମୀଣ ମଣ୍ଡଳ, ଭଣ୍ଡା ମଣ୍ଡଳ ଏବଂ ଚମ୍ପୁଆ ନଗର ମଣ୍ଡଳର ଗରିବ ଲୋକଙ୍କର ନାମକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଆଜି ପୂର୍ବାହ୍ନରେ ଚମ୍ପୁଆ ବ୍ଲକ ସମ୍ମୁଖରେ ବିଜେପି ତରଫରୁ ଘେରାଉ କରାଯାଇଥିଲା ।…

ନୂଆପଡ଼ାରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ନୂଆପଡ଼ା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ନୂଆପଡ଼ା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି ।ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ…

15 ଦିନ ର ଶିଶୁ ପୁତ୍ରକୁ 10 ହଜାର ଟଙ୍କାରେ ବିକିଲେ ବାପା ଆଉ ମା

ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲା ସଦର ଅଞ୍ଚଳ ରେ ଘଟିଛି ଅଭବନୀୟ ଘଟଣା 15 ଦିନର ଶିଶୁ ପୁତ୍ର କୁ 10 ହଜାର ଟଙ୍କା ରେ ବିକିଲେ ବାପା ଆଉ ମା l ଘଟଣା ଟି ଘଟିଛି ଜଗତସିଂହପୁର ସଦର ମୁଣ୍ଡାସାହି ଅଞ୍ଚଳ ରେ l 15 ଦିନ ର ଶିଶୁ ପୁତ୍ର କୁ ବିକିଥିବା ନେଇ ଅଭିଯୋଗ ପରେ ଘଟଣା…

ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ଦ୍ୱିତୀୟ ଦିବସ

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ମେଲଛାମୁଣ୍ଡାଠାରେ ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ୱତୀ ଦେବଙ୍କ ତିନି ଦିନ ବ୍ୟାପି ଚାଲିବାକୁ ଥିବା ୭୨ ତମ ଭକ୍ତ ସମ୍ମଳନୀ ରବିବାର ଦ୍ୱିତୀୟ ଦିନ ହଜାର ହଜାର ଭକ୍ତଙ୍କ ଗହଣରେ । ପ୍ରଥମ ଅଧିବେସନ ପ୍ରାତଃ ୪.୩୦ ସମୟରୁ ୮.୩୦ ସମୟ…

ମହାରାଜ ରାବଣଙ୍କ ଦୌରାତ୍ମ୍ୟରେ ଥରହର ଜ୍ଞାନ ଅଂଚଳ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଜ୍ଞାନ ଗ୍ରାମରେ ଅନୁଷ୍ଠିତ ହେଉଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଅବସରରେ ଜନସାଧାରଣଙ୍କ ମନୋରଂଜନ ପାଇଁ ପୂଜା କମିଟି ତରଫରୁ ରାବଣରାଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଜ୍ଞାନ ଅଂଚଳଟି ମହାରାଜ ରାବଣର ଦୌରାତ୍ମ୍ୟରେ ପ୍ରକମ୍ପିତ…

ସୁବର୍ଣ୍ଣପୁର ରେ ଶ୍ରମମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ

ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ l ସୁବର୍ଣ୍ଣପୁର, (ପ୍ରକାଶ କୁମାର ହାତୀ): ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ…

“ତୁ ଗୁହାରୀ କରିବୁ ଯାହାକୁ, ମୁଁ ଗେରସ୍ତ କରିଛି ତାହାକୁ” – ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ ପ୍ରକ୍ରିୟା ଓ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ନେଇ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ କଲେ • ଓଡ଼ିଶାର ଶାସନ ବ୍ୟବସ୍ଥା କାହା ହାତରେ ଅଛି ଏବଂ ଓଡ଼ିଶାକୁ କିଏ ଚଲାଉଛି ? • ପ୍ରତିଦିନ ଜାରୀ ହେଉଥିବା…

ମୋ କଲେଜ ଅଭିଯାନ: ୧୫ ଟି ଶିକ୍ଷାନୁଷ୍ଠାନକୁ ୩ . ୬ କୋଟି ଟଙ୍କାର ଅର୍ଥ ରାଶି ଅନୁମୋଦିତ

ଭୁବନେଶ୍ୱର: ମୋ କଲେଜ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମ ରେ ଦୁଇଟି ବିଶ୍ୱବିଦ୍ୟାଳୟ ତଥା ୧୩ ଗୋଟି ମହାବିଦ୍ୟାଳୟକୁ ସମୁଦାୟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କା ର ଅର୍ଥ ରାଶି ଅନୁମୋଦିତ କରାଯାଇଛି |ଏହି ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡିକ ହେଲା- -ରମାଦେବୀ…

କହି ହେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ !

ବିଜେପିର ଅପରାଧକୁ ନେଇ ରାଜନୀତି କରିବା ଫର୍ମୁଲାକୁ ପ୍ରତ୍ୟାଖାନ କରୁଛନ୍ତି ଓଡିଶାବାସୀ: ବିଜେଡି  ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦର୍ଶାଇଲା ବିଜେଡି  ବିଜେପି ଶାସିତ ରାଜ୍ୟର ଆଇନ୍‍ଶୃଙ୍ଖଳାର ଉଦାହରଣ ଦେଲା  ଅଦାଲତ ଉପରେ ଭରସା ରଖିବାକୁ ଧର୍ମେନ୍ଦ୍ରଙ୍କୁ…