ମିଶନ ଶକ୍ତି ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଲା ଓଡ଼ିଶା-ମୋ ପରିବାର
ଆଶୀର୍ବାଦ ସାଜିଲା ବି.ଏସ.କେ.ୱାଇ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି। ବିଭିନ୍ନ ଯୋଜନା ଗୁଡିକ ମଧ୍ୟରୁ ' ବିଜୁ…