ବରଗଡ଼ ଜିଲ୍ଲାରେ ପୁଣି ହତ୍ୟାକାଣ୍ଡ : ୪ ଜଣ ମୃତ
ସ୍ୱାମୀ ସ୍ତ୍ରୀ ଓ ଦୁଇ ଛୁଆ ଙ୍କୁ ନିର୍ମମ ହତ୍ୟା
ପୁତୁରା ଓ ତାର ପରିବାର କୁ ହତ୍ୟା କଲା କାକା
ବରଗଡ :-ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁ ର ଏକ ଘର ଭିତରେ ୪ ଜଣ ଙ୍କ ମୃତଦେହ ଠାବ ହେବା ଘଟଣା ପୁରା ବରଗଡ଼ ଜିଲ୍ଲାକୁ ଦୋହଲାଇ ଦେଇଥିଲା । ହତ୍ୟାକାଣ୍ଡ…