କେନ୍ଦ୍ର ଓଡିଶାକୁ ପୁରସ୍କାର ଦେଉଛି, ବୋଧେ ମନ୍ତ୍ରୀ ଅନ୍ଧାରରେ ଅଛନ୍ତି !

ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି ଭୁବନେଶ୍ୱର: ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ । ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି…

ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି: ଆକାଶ ଦାସନାୟକ ଭୁବନେଶ୍ୱର: କଟକ ଜିଲ୍ଲା ଏରକଣାସ୍ଥିତ ମାହାଙ୍ଗା ପୁଷ୍ପଗିରି ଡିଗ୍ରୀ ମହାବିଦ୍ୟାଳୟର ୩୩ତମ ବାର୍ଷିକ ଉତ୍ସବ ଶୁକ୍ରବାର ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗ ଦେଇ କହିଲେ, ସଫଳତା ସହଜରେ…

କେନ୍ଦ୍ର ସରକାର ଚାଉଳ କଟା କୁ ନେଇ ବିଜେଡିର ଧାରଣା

ବୀରମହାରାଜପୁର, (ବିନୋଦ ପାଣ୍ଡେ): କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଦେଉଥିବା ୧୦ କେଜି ଚାଉଳ ରୁ ୫ କେଜି କାଟିଦେଇ ଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ଦୀର୍ଘ ସମୟ ଧରିବ୍ଲକ ଅଫିସ ସମ୍ମୁଖରେ ଧାରଣା ରେ ବସିବା ସହିତ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର…

ପାଉଁରୁଟି ପେକେଟରେ ନାହିଁ ବୈଧାନିକ ସତର୍କତା

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବିକ୍ରି ହେଉଛି ନିମ୍ନମାନର ପାଉଁରୁଟି। ବୀରମହାରାଜପୁର ତଥା ସୁବଳୟା, ଖଣ୍ଡହତା ଓ ମୁର୍ଷୁଣ୍ଢୀ ଅଞ୍ଚଳର ବିଭିନ୍ନ ଗ୍ରାମରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ପେକେଟରେ ପ୍ରସ୍ତୁତି ଓ ବ୍ୟବହାର ଅବଧି…

ପଞ୍ଚାୟତସ୍ତରୀୟ ଡୁମାଳ ସମାବେଶ ଅନୁଷ୍ଠିତ

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତ ର ବଡଖମାର ମଠ ପଡିଆ ଠାରେ ଆଜି ଏକ ଦିବସିୟ ଡୁମାଳ ସମାବେଶ ତଥା ଡୁମାଳ ଜାତି ଐତିହ୍ୟ, ସଂସ୍କୃତି ଓ ଶିକ୍ଷା ର ଅଭିବୃଦ୍ଧି ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପଥରଖମ୍ବ ଗାଁ ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ ।

କାମାକ୍ଷାନଗର(ରିତେଶ ବ୍ରହ୍ମା):  କାମାକ୍ଷାନଗର ଥାନା ପଥରଖମ୍ବ ଗାଁରେ ଗତ ୧୫ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡର ଅଗ୍ନିବିପନ୍ନଙ୍କ ପରିବାରକୁ ସହାୟତା ଯୋଗାଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି । ପଥରଖମ୍ବ ଗାଁ ହରିଜନ ସାହିର ମୋଟ ୨୪ ଗୋଟି ପରିବାରର ପରିବାର ପିଛା…

ପତ୍ନୀକୁ ହତ୍ୟା କଲା ସ୍ବାମୀ

ଟିକିରି ରୁ ବୈକୁଣ୍ଠ ଦୁରିଆ -ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ। ହତ୍ୟାର ଶିକାର ମହିଳା ଜଣକ ହେଲେ ସାପାଇ ମାଝୀ। ତାଙ୍କ ସ୍ବାମୀ ମାଲିକି ମାଝୀ ଏକ ଲୁହା ରୋଡ ସାହାର୍ଯ୍ୟରେ…

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

https://youtu.be/VEysP7GKt04 ନବରଙ୍ଗପୁର /ଅଶୋକ ସାହୁ: .ପୁରୁଷ ବିଶ୍ଵ କପ ହକି ୨୦୨୩ ଆୟୋଜନ ଅବସରରେ ନବରଙ୍ଗପୁର ଜିଲ୍ଲା ର ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ସହ ସ୍ଵତନ୍ତ୍ର ଗ୍ରାମ ସଭା ଆୟୋଜନ କରି ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ…

ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର: ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ନାଗେଶ୍ଵର ଟାଙ୍ଗୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ ୮ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର…

କେନ୍ଦ୍ରର ଧାନ କିଣା ଓ ଚାଉଳ କାଟ ନୀତିକୁ ନେଇ -ବିଜେଡିର ବିକ୍ଷୋଭ

କାମାକ୍ଷାନଗର/ ରିତେଶ ବ୍ରହ୍ମା,-କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରି ଗରିବ ଲୋକଙ୍କ ୫ କେଜି ଚାଉଳ ବନ୍ଦ କରିବା ବିରୋଧରେ ସାରା ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ  କାମାକ୍ଷାନଗର ଠାରେ ମଧ୍ୟ ଆନ୍ଦୋଳନ…