“ଆମ ଧାମନଗର ଅଂଚଳର ବିକାଶର ଦାଇତ୍ୱ କେବେ ନେବେ !!”

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କ ପ୍ରଶ୍ନ ଭୁବନେଶ୍ୱର: "ମୁଖ୍ୟମନ୍ତ୍ରୀ ପଦ୍ମପୁର ଗସ୍ତରେ ପ୍ରତିଶ୍ରୁତି ପାଳନ କରିବା କଥା କହିଛନ୍ତି | ମୁଁ ବିନମ୍ରତା ସହିତ ମନପେକାଇବା ପାଇଁ ଚାହେଁ ଯେ ଧାମନଗର ଉପନିର୍ବାଚନ ସମୟରେ ମଧ୍ୟ ଆପଣ ଆମ ଅଂଚଳର ବିକାଶର ଦାଇତ୍ୱ ନେବା କଥା…

ଭାରତ ରକ୍ଷା ମଞ୍ଚ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର, ୧୯/୦୨ : ଭାରତ ରକ୍ଷା ମଞ୍ଚ ପକ୍ଷରୁ ମହାନ ପରାକ୍ରମୀ ସାହସୀ ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ୩୯୩ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱର ମହାନଗରସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଭାରତ ରକ୍ଷା ମଞ୍ଚ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଇଂ ମନୋଜ ଆଚାର୍ଯ୍ୟ…

ଜିଓ ଓଡ଼ିଶାରେ ବଜାର ନେତୃତ୍ୱ ସ୍ଥିତିକୁ ସୁଦୃଢ଼ କରିବା ସହ ଡିସେମ୍ବରରେ ଯୋଡ଼ିଲା ୭୪,୦୦୦ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ…

  -ଡିସେମ୍ବରରେ ଓଡ଼ିଶାରେ ନୂଆ ଗ୍ରାହକ ଯୋଡ଼ିବାରେ ଜିଓ ଏକମାତ୍ର ଅପରେଟର - ୨୦୨୨ ଡିସେମ୍ବରରେ ୮୦୦୦ରୁ ଅଧିକ ନୂଆ ଜିଓଫାଇବର ଗ୍ରାହକ ଯୋଡ଼ିବା ସହ ଉଭୟ ଓୟାରଲେସ୍ ଓ ଓୟାରଲାଇନ୍ କ୍ଷେତ୍ରରେ ନିଜ ଏକ ନମ୍ବର ସ୍ଥିତିକୁ ଆହୁରି ମଜଭୂତ କରିଛି ଭୁବନେଶ୍ୱର: ଓଡ଼ିଶାର ସବୁଠୁ…

ପୁସ୍ତକର ପରମ ଶତ୍ରୁ ସମୟ:ସୌମ୍ୟରଂଜନ

ପୁସ୍ତକ ମହୋତ୍ସବ ଉଦଯାପିତ ସାହିତ୍ୟ ସମ୍ପର୍କ ସୃଷ୍ଟି କରେ:ଛନ୍ଦା ମିଶ୍ର ନୟାଗଡ଼,୧୯/୨: ଦୀର୍ଘ ୫ଦିନ ଧରି ଦକ୍ଷିଣକାଳୀ ପଡ଼ିଆରେ ଚାଲିଥିବା ପୁସ୍ତକ ମହୋତ୍ସବ ଏବଂ କ୍ୟାରିଅର ମେଳା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ…

ସୃଜନ ସମାବେଶରେ କବିତା ପ୍ରତିଯୋଗିତା

ନୟାଗଡ଼,୧୯/୨ :ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।…

ସୁନ୍ଦରକୁ ଯେ ଗର୍ଭରେ ଧରେ ସେ ସୋନ୍ଦର୍ଯ୍ୟମୟୀ ମା ହେଉଛି ସବୁଠୁ ସୁନ୍ଦର: ଅରୁଣ

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ତୃତୀୟ ସଂଧ୍ୟା ନୟାଗଡ଼(ବିଶ୍ଵଜିତ ନାୟକ)18/2 : ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ନୟାଗଡ଼ ପୁସ୍ତକ ମହୋତ୍ସବ କମିଟି ଆୟୋଜିତ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ବେଶ ଆଦୃତି ଲାଭ କରିଛି। ତୃତୀୟ ସଂଧ୍ୟାରେ ଅତିଥି ଭାବେ ବରିଷ୍ଠ…

ମହେନ୍ଦ୍ରଗିରି ସମେତ ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଶିବରାତ୍ରୀ ଓ ଜାଗର ଦୀପଯାତ୍ରା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖର ସମେତ ପାରଳାଖେମୁଣ୍ଡି ସହର ଓ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ଶିବାଳୟ ଗୁଡିକରେ ଗତ ଦୁଇଦିନ ଧରି ମହାଶିବରାତ୍ରୀ ଓ ମହାଜାଗର ଦୀପ ଯାତ୍ରା ମହାସମାରୋହରେ…

ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶିକ୍ଷାଵିତ ବିଚିତ୍ରାନନ୍ଦ ବେବର୍ତ୍ତା , ଡକ୍ଟର ଅଶୋକ ମିଶ୍ର , ମିର ସାଦତ୍ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ।…

ନୃସିଂହନାଥ ମହାପ୍ରଭୁ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସେମାନଙ୍କ ପ୍ରତିଶ୍ରୁତି ମନେ ପକାଇବାରେ ସହାୟକ ହୁଅନ୍ତୁ…

"ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ" https://youtu.be/GN9LIsZ61uI ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ଙ୍କର 3 ଗୋଟି ଧନ୍ୟବାଦ ସଭା ବରଗଡ :- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଙ୍କର ଏକ ଦିନିଆ ପଦ୍ମପୁର ଗସ୍ତ ରହିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ…