ଭଙ୍ଗା ଘରେ ଅନ୍ଧାରରେ ବିତୁଛି ଦୁଇ ନିଃସନ୍ତାନ ବୃଦ୍ଧ ଦମ୍ପତିଙ୍କ ଜୀବନ
ପ୍ରଶାସନ ଓ ହିତାଧିକାରୀଙ୍କ ମଧ୍ୟରେ ବାଧକ ସାଜିଛନ୍ତି କୁଜି ନେତା
ଅସହାୟଙ୍କ ପାଇଁ ସ୍ୱର ଉତ୍ତୋଳନ କରିବାରୁ ସାମ୍ବାଦିକଙ୍କ ଉପରେ ଆକ୍ରୋଶ
ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ :,ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଂଚାୟତ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମ ରେ ଦେଖିବାକୁ ମିଳିଛି…