ଗୁଣ୍ଡା ଲଗାଇ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ କରାଇଲେ ପରିବାର ଲୋକ

ସ୍ତ୍ରୀକୁ ଛାଡପତ୍ର ନଦେବାରୁ ଆକ୍ରମଣ ହୋଇଥିବା ଅଭିଯୋଗ, ପୋଲିସର ତଦନ୍ତ। କାମାକ୍ଷାନଗର(ରିତେଶ ବ୍ରହ୍ମା): ସ୍ତ୍ରୀକୁ ଛାଡପତ୍ର ନଦେବାରୁ ପରିବାର ଲୋକଙ୍କ ପୁଅ ଓ ବୋହୁକୁ ମରଣାତ୍ମକ ଆକ୍ରମଣ। ବୋହୁର ଦୁଇ ଗୋଡ ଭାଙ୍ଗି ଯାଇଥିବା ବେଳେ ଗରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ (ଟିକେଟ) ୧୦ ଟଙ୍କାରୁ ଅଧିକ ହେବନାହିଁ

ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା ଭୁବନେଶ୍ବର:ଓଡିଶା କଳାର ଭୂମି । ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ…

ବ୍ୟାଙ୍କରୁ ଟଙ୍କା ଉଠାଇ ମାର୍କେଟିଙ୍ଗ କରୁଥିବାବେଳେ ୧ ଲକ୍ଷ ଟାଙ୍କ ଝାମ୍ପିନେଇ ପଳାଇଲେ ଦୁଇ ଦୁର୍ବୁତ୍ତ।

କାମାକ୍ଷାନଗର(ରିତେଶ ବ୍ରହ୍ମା): ବ୍ୟାଙ୍କରୁ ଟଙ୍କା ଉଠାଇ ବଜାରରୁ ମଞ୍ଜି ଦୋକାନରୁ ମଞ୍ଜି କିଣୁଥିବାବେଳେ ଝାମ୍ପିନେଲେ ୧ ଲକ୍ଷ ଟଙ୍କା। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୧ ଟା ବେଳକୁ ମଠକରଗୋଳା ଗ୍ରାମର ସନ୍ତୋଷ ଜେନା କାମାକ୍ଷାନଗର ଷ୍ଟେଟବ୍ୟାଙ୍କ ଶାଖରୁ ୧ ଲକ୍ଷ ଟଙ୍କା ଉଠାଇ ବଜାରର…

ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ ନେଲେ ସୁରେଶ

ଭୁବନେଶ୍ୱର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଅଧ୍ୟକ୍ଷ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ଏହି ଉପଲକ୍ଷେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ମହାପାତ୍ରଙ୍କୁ ପଦ ଓ ଗୋପନୀୟତାର…

ଚୁଲି ମୁଣ୍ଡକୁ ଆଉ ଏକ ଜୋର ଝଟକା : ବଢ଼ିଲା ଜାଳେଣି ଗ୍ୟାସ ଦର

ନୂଆଦିଲ୍ଲୀ:ଜାତୀୟ ରାଜଧାନୀର ଗ୍ୟାସ ବ୍ୟବହାରକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ଝଟକା | ଉଚ୍ଚ ମୁଦ୍ରାସ୍ଫୀତି ଚାପରେ ଗ୍ରାହକଙ୍କ ମୁଣ୍ଡରେ ଗୋଟେ ବୋଝ ଲଦିଦେଇ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଜି (ବୁଧବାର, 1 ମାର୍ଚ୍ଚ 2023) ଠାରୁ ରାଜଧାନୀରେ ଉଭୟ ବ୍ୟବସାୟିକ…

ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଯଶୀପୁର: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଚାକିଡି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦଲକିବେଡା ଠାରେ ଶିକ୍ଷକ ରାମଚନ୍ଦ୍ର ସୋରେନ୍ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ଚାକିଡ଼ି ର ସଂଯୋଜକ…

ଲୋୟର ପିଏମଜି ହିଂସା ଘଟଣା: ବନ୍ଧା ହେଲେ ଇରାଶିଷଙ୍କ ସହିତ ୨୨ ବିଜେପି କର୍ମୀ

ଲୋୟର ପିଏମଜିରେ ବିଜେପିର ପକ୍ଷରୁ ଭିଯାଯାଇଥିବା ହିଂସା ଘଟଣାରେ ବନ୍ଧା ହୋଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ତାଙ୍କ ସହିତ ୨୨ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସମସ୍ତଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୧୪୭, ୧୪୮, ୨୯୪ , ୩୫୩ , ୩୨୩, ୩୨୫,…

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ।

କାମାକ୍ଷାନଗର /ରିତେଶ  ବ୍ରହ୍ମା :କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟଅତିଥି ରୂପେ ରାଜ୍ୟପାଳ ପୁରସ୍କୃତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ…

ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

କାମାକ୍ଷାନଗର/ରିତେଶ  ବ୍ରହ୍ମା - କାମାକ୍ଷାନଗର ଥାନା ଶାଶନ ନିକଟରେ ଥିବା ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଘାଟରେ ଚଢାଉ।୧୦ଟି ବାଲି ବୋଝେଇ ଗାଡି ସମେତ ୨ଟି ଜେସିବି ମେସିନକୁ ଜବତ କରିଛି ପ୍ରଶାଶନ।ସୂଚନା ମୂତାବକ ଶାଶନ ଠାରେ ଥିବା ରାମିଆଳ ନଦିରୁ ଦିର୍ଘଦିନ ହେବ ବେଆଇନ ଭାବରେ ବାଲି…

ପ୍ରକୃତି ବିନା ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଯିବ ଧରିତ୍ରୀ :- ପଦ୍ମଶ୍ରୀ ପଟ୍ଟାୟତ ସାହୁ

ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ବରଗଡ଼ :- ବରଗଡ଼ , ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ସୀମା ନିର୍ଦ୍ଧାରଣ କରୁଥିବା ବିଶ୍ୱପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ କେବଳ ଏକ ଜଙ୍ଗଲ କିମ୍ବା ପାହାଡ଼ ନୁହେଁ , ପୁରାଣ ସାକ୍ଷୀ ଅଛି , ଏହି ପର୍ବତରେ ଭରି ରହିଛି…