ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଙ୍କ ସୁନ୍ଦର ଗଡ ଗସ୍ତ

ଆରଜିଏଚ ଓ ଲାଠିକଟା ବ୍ଲକ କଲେ ପରିଦର୍ଶନ ରାଉରକେଲା (ବସନ୍ତ କୁମାର ଜେନା): ଓଡିଶା ରାଜ୍ଯ ଖାଦ୍ୟ ଆୟୋଗର ଅଧ୍ଯକ୍ଷ ଶ୍ରୀ ଅବନୀକାନ୍ତ ସାହୁ ସୁନ୍ଦରଗଡ଼ ଗସ୍ତ ରେ ଆସି ଆଜି ରାଉରକେଲା ସରକାରୀ ଚିକିତ୍ସାଳୟ ର ପୁଷ୍ଟିସାଧନ କେନ୍ଦ୍ର, ଲାଠିକଟା ବ୍ଲକ ର ଆଙ୍ଗନବାଡି କେନ୍ଦ୍ର, ସରକାରୀ ଖୁଚୁରା…

ଭୂତକୋଠି ପାଲଟିବ କି ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ !

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହେଲାଣି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୟାଗଡ଼ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ ସ୍ଥାପିତ ଏହି କାର୍ଯ୍ୟାଳୟ ଗତ ୨୦୧୯ ମସିହାରେ ନୟାଗଡ଼ ବିଧାୟକ ଡ.ଅରୁଣ…

ପୋଖରୀରେ ବୁଡ଼ି ଦୁଇ ମହିଳା ମୃତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଲିଙ୍ଗଗଡ଼ ଠାରେ ଦୁଖଦ ଘଟଣା ଘଟୁଛି I ବନ୍ଧରେ ଗାଧେଇବା ସମୟରେ ବୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି I ମୃତ ମହିଳା ଦୁଇ ଜଣ ହେଲେ ଜଚେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ପ୍ରଧାନ ଓ ବଳଦେବ ପ୍ରଧାନଙ୍କ…

ବେଦାନ୍ତ ଆଲୁମିନିୟମର ଗ୍ରାଷ୍ମ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ାର ୬୫୦୦ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି

ଝାରସୁଗୁଡ଼ା, ଓଡ଼ିଶା, ୭ ଜୁନ ୨୦୨୩: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବ୍ୟାପକ ଗ୍ରୀଷ୍ମ ପ୍ରଭାବ ଜନିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଗୋଷ୍ଠୀର ଲୋକମାନଙ୍କୁ ଉତାପର ପ୍ରଭାବରୁ ନିଜକୁ ସୁରକ୍ଷିତ ରଖିବା ବିଷୟରେ ଉପଯୁକ୍ତ ସତର୍କ କରାଯାଇଥିଲା ।…

ବୌଦ୍ଧଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଖୋଲିଲା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ

ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜିଲ୍ଲାର ସମସ୍ତ ୬୯ ଗୋଟି ଗ୍ରାମପଞ୍ଚାୟତରେ ପାଠାଗାର ଓ ଭିଡିଓ…

୫-ଟି ସଚିବଙ୍କ ରାୟଗଡା ଗସ୍ତ : ମଝିଘରିଆଣୀ ମନ୍ଦିରର ହେବ ରୂପାନ୍ତର

୫-ଟି ରୂପାନ୍ତର ଉପକ୍ରମରେ ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ, ଏଥିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର ଆମ ହସ୍ପିଟାଲ ଯୋଜନାରେ ବିକଶିତ ହେବ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଇଣ୍ଡୋର ଷ୍ଟାଡିୟମ କାମ ସମ୍ପୂର୍ଣ୍ଣ, ଲୋକାର୍ପଣ ଖୁବ ଶୀଘ୍ର…

ଯାଜପୁର ରୋଡ ଷ୍ଟେସନରେ କଟି ଛ୍ଅ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା ଭୁବନେଶ୍ବର : ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ଛ୍ଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ…

ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବାରେ ୫-“ଟି’ ରୂପାନ୍ତରଣ କାର୍ଯ୍ୟକ୍ରମ ସଫଳ ହୋଇଛି :ଗଣଶିକ୍ଷା ମନ୍ତ୍ରୀ…

ଶିକ୍ଷାକ୍ଷେତ୍ରରେ ବିକାଶ ଆଣିବା ଉଦ୍ଦେଶ୍ୟରେ ଜାତୀୟସ୍ତରୀୟ ସଂସ୍ଥା ସହ ଦୁଇଟି ଚୁକ୍ତିନାମା ସ୍ୱାକ୍ଷରିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେସନ୍ ସର୍ଭିସେସ୍, ସିଙ୍ଗାପୁର ମଧ୍ୟରେ ବି ସ୍ୱାକ୍ଷରିତ ହେଲା ଚୁକ୍ତିନାମା ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ…

ସୁଶାନ୍ତ ସିଂ ଙ୍କୁ 9 ଜିଲ୍ଲାର ଦାଇତ୍ୱ , ବଢ଼ାଇ ଦେଇଛି ବିରୋଧୀ ଙ୍କର ଟେନ୍ସନ

https://youtu.be/GdHzjGUoAT0 ଲଖମରା ସେତୁ ପାଇଁ କରିବାକୁ ପଡିଛି ଅନେକ ସଂଘର୍ଷ :- ସୁଶାନ୍ତ ସିଂ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜିଲ୍ଲା ପରିଷଦ ଯୋନ 3 ଅନ୍ତର୍ଗତ ପ୍ରସିଦ୍ଧ ଦେବଦର୍ହା ଶୈବ ପୀଠ ନିକଟରେ ଆଜି ବିଜୁ ଜନତା ଦଳର ଏକ କର୍ମୀ…

ଦୁଃସମୟରେ ସରକାରଙ୍କ ସହିତ ମଜଭୁତ ଭାବରେ ଛିଡା ହେଲା ପ୍ରାଣୀସମ୍ପଦ ବିଭାଗ

ଟ୍ରେନ ଦୁର୍ଘଟଣାର ଦୁର୍ଗତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ଲକ୍ଷ ଟଙ୍କା ଦାନକଲା ଭୁବନେଶ୍ୱର : ବାଲେଶ୍ୱର ଜିଲା ବାହାନଗାଠାରେ ଚଳିତ ମାସ ୨ ତାରିଖରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଛି । ଏହାଦ୍ୱାରା ଉଭୟ ରାଜ୍ୟ ଭିତରେ ଏବଂ ରାଜ୍ୟ…