ବିଜୁ ବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ
ଜଗତସିଂହପୁର/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରଷ ତଥା କିମ୍ବଦନ୍ତୀ ଓ କାହାଣୀର ମହାନାୟକ ବିଜୁ ପଟ୍ଟନାୟକ ୧୦୭ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ଶାରଦା ମଣ୍ଡପ ଠାରେ ପାଳିତ ହୋଇଯାଇଛି!ଏହି ଅବସରରେ ବିଜୁ ଛାତ୍ର ଜନତା ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ…