“ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ, ସତର୍କ ରୁହନ୍ତୁ”

H3N2Influenza ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ। ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ। ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ (ମାସ୍କ ପିନ୍ଧି ନଥିଲେ) ମୁହଁରେ ରୁମାଲ ଦିଅନ୍ତୁ। କର ମର୍ଦ୍ଦନ କରନ୍ତୁ ନାହିଁ। ନିଜ ମନକୁ ଔଷଧ କିଣି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟ ଠାରେ ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ…

ତାଲୁକ ଆଇନ ସେବା କମିଟିର ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ/ରାଜେଶ ଆଚାର୍ଯ୍ୟ :-ଚମ୍ପୁଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ରେ ମହିଳା ଶଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ…

ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.…

ନବବଧୁକୁ ହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁ

ନୟାଗଡ଼ ଜିଲ୍ଲା ଦୌରାଜଜଙ୍କ ଦ୍ୱାରା ପ୍ରତ୍ୟେକଙ୍କୁ ୭ ବର୍ଷ ଜେଲ ଏବଂ ୨୪ ହଜାର ଟଙ୍କା ଜରିମାନା ଆଦେଶ ନୟାଗଡ଼ (ବିଶ୍ଵଜିତ ନାୟକ) - ଅଧିକ ଯୌତୁକ ଲୋଭରେ ନବବଧୁକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ, ଶ୍ୱଶୁର ଏବଂ ଶାଶୁଙ୍କୁ ଶୁକ୍ରବାର ନୟାଗଡ଼ ଜିଲ୍ଲା ଦୌରାଜଜ ରୂପଶ୍ରୀ ଚୌଧୁରୀ…

କଥା ଦେଇ କଥା ରଖିଲେ ସୁଶାନ୍ତ ସିଂ

ଗର୍ଭଣା ଗ୍ରାମରେ ହିଙ୍ଗୁଳାଇ ଦେବୀ ଙ୍କ ସ୍ଥାୟୀ ପୀଠ ପ୍ରତିଷ୍ଠା ମହୋତ୍ସବ --------------------------------------ବରଗଡ :- ଗତ ଦୁଇଦିନ ଧରି ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଗର୍ଭଣା ଗ୍ରାମ ରେ କାପୁଡି ସମାଜ ର ଇଷ୍ଟ ଦେବୀ ହିଙ୍ଗୁଳାଇ ଦେବୀ ଙ୍କ ସ୍ଥାୟୀ ପୀଠ ପ୍ରତିଷ୍ଠା ମହୋତ୍ସବ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

https://youtu.be/zQX_O_-qg1k ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭାଷା ପ୍ରତିଷ୍ଠାନ , ଭୁବନେଶ୍ୱର , ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ…

ପାଣ୍ଡିଆନଙ୍କ ସୁନ୍ଦରଗଡ ଗସ୍ତ

ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡା, ମଶନ ଶକ୍ତି ପ୍ରକଳ୍ପର ସମୀକ୍ଷା ସହ ପରିଦର୍ଶନ କଲେ ହକି ପ୍ରଶିକ୍ଷଣ କେନ୍ଦ୍ର ରାଉରକେଲା,(ବସନ୍ତ କୁମାର ଜେନା): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ‌ ଦ୍ବିଦିବସୀୟ ସୁନ୍ଦରଗଡ ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବଣାଇଁ ଉପଖଣ୍ଡର ଚାରୋଟି…