ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଡୋଟରିଅମ ହଲ ଠାରେ ନେହେରୁ ଯୁବ କେନ୍ଦ୍ର ଗଜପତି ୟୁନିଟ ପକ୍ଷରୁ ମହାବିଦ୍ୟାଳୟର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପାଳନ…

ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

https://youtu.be/t_3IggZfhx8 ୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି - ମୁଖ୍ୟମନ୍ତ୍ରୀ…

“ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ…

https://youtu.be/biQWXmYICLI ବେଲଜିୟମ ଠାରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବେଲଜିୟମ/ଭୁବନେଶ୍ୱର, ୧୪/୦୭ : ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ…

ଆଦିବାସୀ ଅନାଥ କୁ ସାହା ହେଲେ ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ

ଗାଇସିଲେଟ/ମନ ଡନସନା- ଗାଇସିଲେଟ ବ୍ଲକ ଟେଙ୍ଗନାପାଲିର ସରୋଜ ପୂର୍ଲିଆ ଙ୍କ +2 ରେ ନାମଲେଖାଇଲେ ସମାଜ ସେବି ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ ର ପ୍ରତିଷ୍ଠାତା କୀର୍ତ୍ତନ ଦାସ l ଯେଉଁ ପିଲାଙ୍କ ମଁl ବାପା ଏ ଦୁନିଆଁ ଆଉ ନାହିଁ l ସରୋଜ ଙ୍କ ପରିବାର କହିଲେ ଦୁଇ ଭଉଣୀ ଓ ଦୁଇ ଭାଇ ଏମାନେ ଛୋଟ…

ଚଳିତ ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହେବ କୋଡିଂ ଓ ଆଇଟି

କୌଶଳୀ ବ୍ଲକ୍ ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ଭୁବନେଶ୍ୱର: ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ "କୌଶଳୀ' ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତିା ସେମାନଙ୍କୁ ଶିକ୍ଷାଦାନ…

ଓଡ଼ିଶା ରାଜ୍ୟ ଖାଦ୍ୟ କମିସନ ଅଧ୍ୟକ୍ଷଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର :- ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ଅବନୀକାନ୍ତ ସାହୁ ଆଜି ପଦ୍ମପୁର ଉପଖଣ୍ଡକୁ ଗସ୍ତ କରିଛନ୍ତି। ଏହି ଅବସରରେ ସେ ପଦ୍ମପୁର ଡାକ୍ତରଖାନାର ନ୍ୟୁଟ୍ରିସନ୍ ସେଣ୍ଟର୍, ପାଇକମାଳ ବ୍ଲକ୍ ଆଦି ବିଭିନ୍ନ ସ୍ଥାନକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ବରଗଡ଼ ଜିଲ୍ଲା…

ଓଡିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ଃ ସନ୍ତୋଷ ବେଜଙ୍କ ନେତୃତ୍ୱରେ ଓଡିଶା ପ୍ରତିନିଧି ଦଳଙ୍କ ଗୁଜୁରାଟ ଗସ୍ତ

କୃଷି ଶିଳ୍ପ ଭିତିକ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଗୁଜୁରାଟ କୃଷି ମନ୍ତ୍ରୀ ଶ୍ରୀ ରାଘବଜୀ ଭାଇ ପଟେଲଙ୍କ ସହ କଲେ ଆଲୋଚନା ଭୁବନେଶ୍ୱର : ଓଡିଶା କୃଷି ଶିଳ୍ପ ନିଗମ ର ପରିଚାଳନା ନିର୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସଂଯୋଜନା ରେ ଏକ ପ୍ରତିନିଧି ଦଳ ଆଜି ଗୁଜୁରାଟ ଗସ୍ତ କରି…

ପିସି ମାଗିବା ନେଇ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧ ରେ ଲିଖିତ ଅଭିଯୋଗ ।

ନବରଙ୍ଗପୁର/ଅଶୋକ ସାହୁ:. ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ବନ୍ଦ କରିବା ପାଇଁ ସରକାର ଅତ୍ୟନ୍ତ ସଚେତନ ଥିବାର ପ୍ରଚାର ହେଉଥିବା ବେଳେ ଉପାନ୍ତ ଅଂଚଳରେ ଏହାର ବିପରୀତ ଦେଖିବାକୁ ମିଳୁଛି । ବଡ ବଡ ଠିକାଦାର ଏବଂ ଲକ୍ଷ ଲକ୍ଷ ଟଙ୍କା ର ସରକାରୀ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ ପିସି…

ଡାଲମିଆ ଭାରତ ଓଡ଼ିଶାରେ ‘ବନ ମହୋତ୍ସବ’ ପାଳନ ଜରିଆରେ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରୁଛି

ବୃକ୍ଷ ଚାରା ରୋପଣ ଅଭିଯାନର ଅଂଶଭାବରେ ୩୨୦୦ରୁ ଅଧିକ ଚାରା ରୋପିତ ଭୁବନେଶ୍ୱର, ୧୩ ଜୁଲାଇ ୨୦୨୩ : ଭାରତରେ ଏକ ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ୍‍) ଓଡ଼ିଶାରେ ସମ୍ପ୍ରତି ବାର୍ଷିକ ବନ ମହୋତ୍ସବ ବୃକ୍ଷ ଚାରା ରୋପଣ ଉତ୍ସବରେ ଅଂଶଗ୍ରହଣ କରି ପରିବେଶ…