ମୋଟିଭେସନାଲ ସ୍ପିକର ଭୂମିକାରେ ଅରୁଣ
ଅରୁଣଙ୍କ ମୋଟିଭେସନ କ୍ଲାସରେ ସାମିଲ ହେଲେ ଯୁବକ ଏବଂ ଛାତ୍ର
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କିଛି ନୂଆ କରିବାର ପ୍ରୟାସ ସଦା ସର୍ବଦା ତାଙ୍କୁ ଚର୍ଚ୍ଚାରେ ରଖିଛି । ଆଜି ଏହି ପରିପ୍ରେକ୍ଷୀରେ ଆରମ୍ଭ କରିଛନ୍ତି ଏକ ନୂଆ ଅଭିଯାନ।ନୟାଗଡ଼ ବିଜୁ ଜନତା ଦଳ…