ଗାଧୋଇବାକୁ ଯାଇ କେନାଲ ରେ ଭାସିଯାଇ ବୃଦ୍ଧ ମୃତ
ଢେଙ୍କାନାଳ/ରବିନ୍ ଦାସ ; ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଅଞ୍ଚଳ ଦେଇ ଯାଇଥିବା ରେଙ୍ଗାଳି ବାମ ପାର୍ଶ୍ଵ କେନାଲରେ ଜଣେ ଚାଷୀ ଗାଧୋଇ ବାକୁ ଯାଇ ଗତକାଲି ପାଣିରେ ଭାସି ଯାଇଥିଲେ । ସୂଚନା ଅନୁଯାୟୀ ଗେଙ୍ଗୁଟିଆ ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ସାହୁ ବୟସ (୬୦) ଚାଷ କାମ ସାରି କେନାଲ କୁ…