ପ୍ରୋଜେକ୍ଟ କିରଣ ଲୋକାର୍ପିତ
ଭୁବନେଶ୍ବର,୧୭/୪: ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସିଲ୍ଭର୍ ଲାଇନ୍’ ପକ୍ଷରୁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ କିରଣ’ ଲୋକାର୍ପିତ ହୋଇଯାଇଛି। ହୋଟେଲ୍ ମେ’ ଫେୟାର୍ରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ସାଂସଦ ସୁଲତା ଦେଓ, ଟିମ୍ ଗ୍ରୁପ୍ର…