ଓଡିଶା ସାମ୍ୱାଦିକ ସଂଘ ବାର୍ଷିକ ଉତ୍ସବ ପାଳିତ

ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଦିକବି ଶାରଳା ଦାସ ସଂସ୍କୃତି ଭବନ ଠାରେ ମହାସମାରୋହ ଓଡିଶା ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି lଉକ୍ତ ସଂଘର ସଭାପତି ଡ଼ଃ ସୁନାକର ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ…

ଭୁବନେଶ୍ୱରରେ ଆଦର୍ଶ ମହିଳା ଭେଣ୍ଡିଂ ଜୋନ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଡୁମୁଡୁମାରେ ମୁଖ୍ୟମନ୍ତ୍ରୀ ଶ୍ରା ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଜି ଆଦର୍ଶ ମହିଳା ଭେଣ୍ଡିଂ ଜୋନ ଉଦ୍‌ଘାଟିତ ହୋଇଯାଇଛି । ଏହି ଭେଣ୍ଡିଂ ଜୋନ୍ ରେ 42ଟି ଦୋକାନ ଘର ରହିଛି । ଏହି ଜୋନ୍ ର ପରିବେଶକୁ ଅତ୍ୟାଧୁନିକ ରୂପ ଦିଆଯାଇଛି । ସୁନ୍ଦର ଆଲୋକ ଓ ପାନୀୟ ଜଳ ର…

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଦ୍ବାରା ଗୌହାଟି ମିଲିଟାରୀ ଷ୍ଟେସନରେ ମନୁମେଣ୍ଟାଲ ପତାକା…

  ଗୌହାଟି / ନୂଆଦିଲ୍ଲୀ,: ଭାରତୀୟ ଜାତୀୟ ପତାକା ପ୍ରଦର୍ଶନକୁ ପ୍ରୋତ୍ସାହିତ କରିବା ଏବଂ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ବିହୁ ଅବସରରେ ଗୌହାଟିର ନାରଙ୍ଗି ମିଲିଟାରୀ ଷ୍ଟେସନରେ ଆଉ ଏକ ସ୍ମାରକୀ ପତାକା ଉତ୍ସର୍ଗ…

୨୧ ତାରିଖରେ ହେବ ଚଳିତ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ଓ ବିଦ୍ୟାଳୟ ପରିଚାଳନା ଏବଂ…

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ର ପ୍ରଥମ ଅଭିଭାବକ ଶିକ୍ଷକ/ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା / ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ତା ୨୧.୦୪.୨୦୨୩ରିଖ (ଶୁକ୍ରବାର ଦିନ) ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା…

ହିଂସା ଉସୁକେଇଥିବା ବ୍ୟକ୍ତିଙ୍କୁ ପୋଲିସ ଖୋଜୁଥିବା ଯୋଗୁ ଛାନିଆ ହୋଇଯାଇଛି କି ବିଜେପି ??

https://youtu.be/LOsIZR87YWU ଶାନ୍ତି ଫେରି ଆସୁଥିବାବେଳେ ଲୋକଙ୍କୁ ପୁଣିଥରେ ଉସୁକାଉଛି ବିଜେପି ସ୍ପର୍ଶକାତର ପ୍ରସଙ୍ଗରୁ ରାଜନୈତିକ ଫାଇଦା ନେବାକୁ ବିଜେପିର ରଣନୀତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ହିତରେ କେବେ ମୁହଁ ଖୋଲନ୍ତି ନାହିଁ ବିଜେପି ନେତା…

ମହାପ୍ରଭୁ ଶ୍ରୀ”ଜଗନ୍ନାଥଙ୍କ ଫାଇଲକୁ ରାଜ୍ୟ ସରକାର ନିଜେ ଗାଏବ କରି ହଜିଥିବାର ନାଟକ କରୁଛନ୍ତି”

ଭୁବନେଶ୍ୱର, ତା.୧୯/୦୪: ମହାପ୍ରଭୁ ଶ୍ରୀଜଗନ୍ନାଥମନ୍ଦିର ପ୍ରଶାସନର ଯେଉଁ ଦୁଇଟି ଗୁରୁତ୍ୱପୁର୍ଣ୍ଣ ଫାଇଲ ବିଭାଗରୁ ହଜିଯାଇଛି ବୋଲି ଆଇନ ବିଭାଗ କହୁଛି ବାସ୍ତବରେ ସେ ଫାଇଲ ହଜିନାହିଁ ବଂର ରାଜ୍ୟ ସରକାର ନିଜେ ସେହି ଫାଇଲକୁ ନଷ୍ଟ କରିବାର ଷଡଯନ୍ତ୍ର କରିଛନ୍ତି । ଆଗରୁ ଖଣି ଦୁର୍ନୀତି…

ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ : ମନମୋହନ ସାମଲ

 ସମ୍ବଲପୁରର ଦଙ୍ଗା ବିରୋଧରେ ହୋଇଥିବା ୧୨ ଘଂଟିଆ ବିକ୍ଷୋଭକୁ ଅଭୁତପୂର୍ବ ଜନସମର୍ଥନ  ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୋଲିସ ଉପରେ କିଏ ଚାପ ପକାଇଥିଲେ ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ  କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରିଥିଲେ,…

ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓ ସାରସ୍ଵତ ସମ୍ମେଳନ

ବାସୁଦେବପୁର/ପ୍ରତାପ ପାଢ଼ୀ - ବାସୁଦେବପୁର ସ୍ଥିତ ସ୍ଥାନୀୟ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ସ୍ରଷ୍ଟା ଓ ସୃଷ୍ଟି ସାହିତ୍ୟ ସଂସ୍କୃତି ଓ ସେବା ସଂଗଠନ ପକ୍ଷରୁ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ଶ୍ରାଦ୍ଧ ଉତ୍ସବ ଓସାରସ୍ଵତ ସମ୍ମେଳନ ଅନୁଷ୍ଟିତ ହୋଇ ଯାଇଛି। ସଭା କାର୍ଯ୍ୟ କର୍ମ…

ସାଢେ ୪ କୋଟି ଓଡିଆଙ୍କ ଅପମାନକୁ ସମର୍ଥନ କରୁଛନ୍ତି ଅପରାଜିତା: ବିଜେଡି

 ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ସ୍ଥିତି ବହୁତ ଭଲ  ହତ୍ୟା, ଧର୍ଷଣ ଭଳି ଜଘନ୍ୟ ଅପରାଧ ବିଜେପି ଶାସିତ ରାଜ୍ୟରେ ଅଧିକ  ବନ୍ଦକୁ ସମର୍ଥନ ଅପରାଜିତାଙ୍କ ଉସୁକାଇବା ମାନସିକତାକୁ ପଦାରେ ପକାଇଛି ଭୁବନେଶ୍ୱର: ଓଡିଶାର ୪.୫ କୋଟି ଲୋକ ଆଇନ୍‍ହୀନ ବୋଲି କିଛି…

ବିଶ୍ୱ ହାସ୍ୟ ଦିବସ ଏବଂ ହସି ହସାଅ ପ୍ରସ୍ତୁତି ବୈଠକ

ନୟାଗଡ଼,୧୮/୪:ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୭ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା…