ମାନସିକ ବିକୃତ ରୋଗୀଙ୍କ ଗହଣରେ ଜନ୍ମଦିନ ପାଳନ କଲେ ଡାକ୍ତର ଛାତ୍ର

ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ନିକଟ ସୁକାନାଣ୍ଡା ଠାରେ ଥିବା ମଦର ଟେରସା ହୋମ ଠାରେ ଥିବା ମାନସିକ ବିକୃତ ରୋଗୀଙ୍କ ଗହଣରେ ଏକ ନିଆରା ଢଙ୍ଗରେ ଜନ୍ମଦୀନ ପାଳନ କଲେ ଘୁ.ଉଦୟଗିରି ନିବାସି ଶ୍ରୀରାମ ପଦା ରବିନ୍ଦ…

ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ବିଦ୍ୟୁତ ଯନ୍ତ୍ରୀ ଘେରିଲେ ଚାଷି

ରାଇଘର/ନରସିଂହ ବାଘ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଲୋ ଭୋଲ୍ଟେଜ ସମସ୍ୟା କୁ ନେଇ ଇଲେକ୍ଟ୍ରି ଅଫିସ ଘେରାଉ କଲେ ଚାଷୀ । ଲୋ ଭୋଲ୍ଟେଜ ସମସ୍ୟା ଯୋଗୁ ଫସଲ ଉଜୁଡିଯାଉଥିବା କାରଣରୁ ଚିନ୍ତାରେ ଚାଷୀ। ସୂଚନା ପ୍ରକାରେ ରାଇଘର ବ୍ଲକ ର ସବୁ ପଂଚାୟତର ଚାଷୀମାନେ ଏକତ୍ରିତ ହୋଇ ଲୋ ଭୋଲ୍ଟେଜ୍…

ଆସନ୍ତା କାଲିଠାରୁ ସ୍କୁଲ ଖରା ଛୁଟି।

ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅପ୍ରେଲ ୨୧ରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ ରହିବ   ଆସନ୍ତାକାଲି…

ପେଟ୍ରୋଲ ଢ଼ାଳି ନିଜ ଦେହରେ ନିଆଁ ଲଗାଇଲେ ଯୁବକ।

ଉମରକୋଟ-ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶିଂସାରି ଗ୍ରାମରେ। ଯୁବକ ଜଣକ ହେଲେ କାମଦେବ ବେହେରା (୪୦)। କାମଦେବ ଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା କେସୁମାନି ଗ୍ରାମରେ। କାମଦେବ ଏକ ବର୍ଷ ହେବ ଶିଂସାରି ରେ ଘର…

କିଟ୍‌ରେ ଇଫ୍‌ତାର ପାଳିତ

ଭୁବନେଶ୍ୱର, ୧୯ ।୪: ପ୍ରତିବର୍ଷ ଭଳି ଚଳିତବର୍ଷ କିଟ୍‌ ବିଶ୍ୱବିଦ୍ୟାଳୟରେ ଆଜି ଇଫ୍‌ତାର ପାଳିତ ହୋଇଯାଇଛି । କିଟ୍‌ରେ କାର୍ଯ୍ୟରତ ମୁସଲମାନ ସଂପ୍ରଦାୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଭାରତ ସମେତ ବିଭିନ୍ନ ଦେଶର ଛାତ୍ରଛାତ୍ରୀଙ୍କୁ ନେଇ ଇଫ୍‌ତାର ପାର୍ଟିର…

ଗାଁ ର ଶାନ୍ତି ପାଇ କନ୍ଦେଇରାଣୀ ଯାତ୍ରା

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ହାଡ଼ିଗୁଡା ପଞ୍ଚାୟତ ସ୍ଥିତ ଡିମୁଣ୍ଡି ଗ୍ରାମରେ ଗାଁ ର ଶାନ୍ତି ପାଇ ଶ୍ରୀ ମା କନ୍ଦେଇରାଣୀ ଙ୍କ ଘଣ୍ଟ ଯାତ୍ରା 9 ଦିନ ଧରି ପୂଜା ଅର୍ଚନା ହେଉ ଆସୁଥିଲା ହେଲେ ଆଜି ମା ଙ୍କ ଯାତ୍ରା ଉଦଯାପିତ କରିଥିଲେ ଏହି 9 ଦିନ ସ୍ଥାନୀୟ…

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ

https://youtu.be/32BV7NLvnTM  ଦଳୀୟ ସ୍ଥିତି ଅନୁଧ୍ୟାନ ସହ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଜୟ କୁମାର ପଟ୍ଟନାୟକ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଆଗାମୀ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ରକ୍ତଦାନ ଶିବିର :- ୪୩ ୟୁନିଟ୍ ରକ୍ତ ସଂଗ୍ରହ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଉକ୍ତ ଶିବିରକୁ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଜୀବନ ବିନ୍ଦୁ ଓଡ଼ିଶା ମୋ ପରିବାର…

ଶରଣକୁଳ ଯୁକ୍ତ ଦୁଇ କଲେଜ ବିରୁଦ୍ଧରେ ଗୁରୁତର ଅଭିଯୋଗ

ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନପଢ଼ିବାରୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଯୁକ୍ତ ଦୁଇ କଲେଜ ବିରୁଦ୍ଧରେ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୨୨-୨୪ ବ୍ୟାଚ ଆଡମିଶନ କରିଥିବା ବିଜ୍ଞାନ…