ବଢ଼ିଲା ବିଜେଡିର ଶକ୍ତି : ଶଙ୍ଖ ଫୁଙ୍କିଲେ ମହେନ୍ଦ୍ର
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ନିଜର ସାମର୍ଥ୍ୟ ବୃଦ୍ଧି କରିବାକୁ ଉଦ୍ୟମ ଚଳାଇଛି ବିଜେଡି | ଆଜି କଂଗ୍ରେସ ଛାଡି ବିଜେଡିରେ ମିଶିଛନ୍ତି ମହେନ୍ଦ୍ର ନାୟକ । ବିଜେଡି କାର୍ଯ୍ୟାଳୟରେ ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି…