ବେଦାନ୍ତ ଲିମିଟେଡ୍‌ର ସମ୍ପୂର୍ଣ୍ଣ ମହିଳା ଅଗ୍ନିଶମ ଦଳ “ଅଗ୍ନିବାହିନୀ’ ଏବେ ୧୦୦ ସଦସ୍ୟ ବିଶିଷ୍ଟ ଏକ ଦୃଢ଼ ବାହିନୀ

ସୁରକ୍ଷା ଅଡିଟ୍‌, ଅନ୍ତର ଚିହ୍ନଟ ଏବଂ ଦୁର୍ଘଟଣା ପ୍ରଶମନ କରିବାକୁ ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଭୁବନେଶ୍ୱର/ ଝାରସୁଗୁଡ଼ା: ବିଶ୍ୱ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷରରେ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ…

ଅପରାଧୀ ନେତାଙ୍କୁ ପ୍ରୋତ୍ସାହନ ଦେଇ ବିଜେପି ଓଡ଼ିଶାରେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

 ଜେଲ ଫେରନ୍ତା ଅଭ୍ୟାସଗତ ଅପରାଧୀ ଈରାଶିଷଙ୍କୁ ଶୋଭାଯାତ୍ରାରେ ବୁଲାଇ ସମ୍ବର୍ଦ୍ଧନା ଦେଉଛନ୍ତି  ୟୁପି, ବିହାରରେ ବାହୁବଳି ଅପରାଧୀ ନେତା ଜେଲରୁ ମୁକୁଳିଲେ ଏମିତି ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଏ  ଏଭଳି କରି ଓଡ଼ିଶାବାସୀଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛି ବିଜେପି ?…

ଏସବିଆଇ ଜେନେରାଲ ପକ୍ଷରୁ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ, ଡିଜିଟାଲ-ଓନଲି ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର…

ମୁମ୍ବାଇ: ଭାରତର ଅନ୍ୟତମ ପ୍ରମୁଖ ଜେନରାଲ ବୀମାକାରୀ ଏସବିଆଇ ଜେନେରାଲ ଇନସୁରାନ୍ସ ପକ୍ଷରୁ ସଂପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ୱାସ୍ଥ୍ୟ ଉତ୍ପାଦ ‘ହେଲଥ ଏଜ ଇନସୁ୍ୟରାନ୍ସ’ର ଶୁଭାରମ୍ଭ କରିବାକୁ ଘୋଷଣା କରାଯାଇଛି । ୯ ଟି ମୌଳିକ କ୍ଷତିପୂରଣ କଭର ଏବଂ ୧୮ ଟି ଇଛାଧୀନ କଭର ସହିତ ପଲିସି ଏକ…

ବିଶ୍ୱ ସମୁଦ୍ର ହୋଲ୍‍ଡିଂସ୍‍ ଏକ୍‍ଜିକୁ୍ୟଟିଭ ଡାଇରେକ୍ଟର ଭାବେ ଯୋଗଦେଲେ ଶିବଦତ୍ତ ଦାସ

ଭୁବନେଶ୍ୱର:ପୁଞ୍ଜିନିବେଶ, ଭିତ୍ତିଭୂମି, ବନ୍ଦର, ଜଳଭାଗରେ ଖନନ, ଅକ୍ଷୟ ଶକ୍ତି, ରିଅଲ ଇଷ୍ଟେଟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜାହାଜ ଚଳାଚଳ, ଲଜିଷ୍ଟିକ୍ସ ଏବଂ ବିମାନ ଚଳାଚଳ ଆଦି ଅଗ୍ରଣୀ ବ୍ୟବସାୟରେ ଆଗ୍ରହ ରଖୁଥିବା ବିଶ୍ୱ ସମୁଦ୍ର ହୋଲ୍‍ଡିଂସ୍‍, ହାଇଦରାବାଦ ତାହାର ଅନ୍ୟତମ ଛାମୁଆ ସହଯୋଗୀ…

ଆର୍ସଲରମିତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ୭୯ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ

ପାରାଦ୍ୱୀପ:- ଆର୍ସଲରମିତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ(ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ସେମାନଙ୍କର ସମସ୍ତ କର୍ମଚାରୀ ଏବଂ ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟରେ ୭୯ତମ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳିତ ହୋଇଯାଇଛି ।ଚଳିତ…

କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

https://youtu.be/GgrVjvaLEBE ଭୁବନେଶ୍ୱର : ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ ନବୀନ ନିବାସ ପରିସରରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିକୃତିରେ ପୁଷ୍ପାର୍ପଣ…

ମୋ ଖତ ବିକ୍ରି ପାଇଁ ପୌର ସଂସ୍ଥାମାନଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର : ରାଜ୍ୟର ସମସ୍ତ ପୌର ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଜୈବିକ ମୋ ଖତର ବିକ୍ରୟ ଆଗାମୀ ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ଏ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ବିଭାଗୀୟ…

ସୋଲାର ପ୍ଲେଟ ଚୋରି ଅଭିଯୋଗରେ ୪ଜଣ କୋଟ ଚାଲାଣ

ସାରସକଣାରୁ ଦିପୁ ମହାପାତ୍ର : ସାରସକଣା ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣ ରେଖା କେନାଲ ରାସ୍ତା ରେ ସୋଲାର ପ୍ଲେଟ ଚୋରି ଅଭିଯୋଗରେ ଝାରପୋଖରିଆ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ସେମାନେ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ମୁରୁଣିଆ ଗ୍ରାମର ବିଷ୍ଣୁପଦ…

ଘୁ.ଉଦୟଗିରି ପଂଚାୟତ ସମିତି ସଭାଗୃହରେ ସମିତି ବୈଠକ ଅନୁଷ୍ଠିତ –

-ଯନ୍ତ୍ରୀଙ୍କ ଅବହେଳା ଯୋଗୁଁ ବିକାଶ ବାଧାପ୍ରାପ୍ତ - ଜନ ପ୍ରତିନିଧିଙ୍କ ଅଭିଯୋଗ -ତ୍ୱରିତ ବିକାଶ ମୂଳକ କାର୍ଯ୍ୟ ଯୋଜନା କରିବା ପାଇଁ ପ୍ରତିନିଧିଙ୍କ ଦାବି ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୮ ଗୋଟି…

ବାସୁଦେବପୁର ପୋଲିସ ର ବଡ ସଫଳତା।

 ତିନି ଅଭିଯୁକ୍ତ ଗିରଫ ସହ ୩୦ଲକ୍ଷ ଟଙ୍କା ର ସୁନା ଅଳଙ୍କାର ଓ ୩୮୬୦୦୦ ଟଙ୍କା ଉଦ୍ଧାର ବାସୁଦେବପୁର - ସଫଳତା ପରେ ସଫଳତା ହାସଲ କରି ଚାଲିଛି ବାସୁଦେବପୁର ପୋଲିସ। ବାସୁଦେବପୁର ର ବିଭିନ୍ନ ସ୍ଥାନ ରୁ ହେଉ ଥିବା ଚୋରି ର ସନ୍ଧାନ କରି ଚୋର ଙ୍କୁ ଧରିବାରେ ସକ୍ଷମ ହେଉଛି ବାସୁଦେବପୁର ପୋଲିସ।…