ସମ୍ବଲପୁରୀ ଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର :-ଆଜି ସମ୍ବଲପୁରୀ ଦିନ ଉପଲକ୍ଷେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଳ ଉପଚାର କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ଯ ଅତିଥି ଭାବେ ନଗରପାଳ ଶ୍ରୀମତୀ ସାବିତ୍ରୀ ବାଗ, ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା ଯୋଗଦେଇ ନିଜର…