ଇଣ୍ଡିଆରେ ବ୍ରାଣ୍ଡକୁ ଆଗକୁ ବିକଶିତ କରିବା ପାଇଁ ସ୍କୋଡା ଅଟୋ ସୁରକ୍ଷା ଉପରେ ଧ୍ୟାନ ଦେଇଛି

ନେଟ୍ରେକ୍ସ, ଇନ୍ଦୋରରେ ‘ସ୍କୋଡା ସହିତ ସୁରକ୍ଷିତ’ ଟ୍ରେକ ଦିବସ ଆୟୋଜନ କରିଛି  ମୁମ୍ବାଇ, ମଇ 8, 2023 - ଗ୍ରାହକଙ୍କ ସୁରକ୍ଷା କଥା ଉଠିଲେ ସ୍କୋଡା ଅଟୋ ଇଣ୍ଡିଆ ନିୟନ୍ତ୍ରଣ ଉପରେ ପାଦ ରଖିବା ଜାରି ରଖିବ ବୋଲି ଘୋଷଣା କରିଛି । ଭାବେ ବାଡେଇ ହେବା ପରୀକ୍ଷଣ ଏବଂ ନିରାପତ୍ତା ସହିତ ସ୍କୋଡା…

“ପଦାରେ ପଡିଗଲା ବିଜେପିର ଷଡ଼ଯନ୍ତ୍ର”

କଥିତ ମଦ ଘୋଟାଲାରେ ବିଜେପିକୁ କୋର୍ଟ ପକ୍ଷରୁ ଶକ୍ତ ଧକ୍କା । ଭୁବନେଶ୍ୱର : ଗତ ୬ ତାରିଖରେ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟର ବିଚାରପତି ଯାହା କହିଛନ୍ତି ତାହା ବିଜେପି ପକ୍ଷରୁ ବର୍ଷାଧିକ କାଳ ଆମ୍ ଆଦ୍‌ମୀ ପାର୍ଟିକୁ ବଦନାମ କରିବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଲା ବୋଲି…

କର୍କଟ ରୋଗରେ ମୃତ ଛାତ୍ରଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲା ଓଡିଶା ମୋ ପରିବାର

କଟକ: ପାଠ ପଢିବା ବୟସରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମୃତ୍ୟୁ ସହ ଲଢେଇ କରୁଥିଲେ ଲିଟୁ, ହେଲେ ଭାଗ୍ୟର ବିଡ଼ମ୍ବନା, ଅକାଳରେ ଝରିପଡ଼ିଲେ । ଶେଷ ମୁହୂର୍ତ୍ତରେ, ସହାୟ ହେଲା ଓଡ଼ିଶା-ମୋ ପରିବାର, ମୃତଶରୀର ଘରକୁ ନେବା ପାଇଁ ପରିବାରବର୍ଗଙ୍କୁ ଯୋଗାଇଦେଲା ସହାୟତା । ସୂଚନାନୁସାରେ, ଗଞ୍ଜାମ…

ଗଜପତି ଗସ୍ତରେ ପାଣ୍ଡିଆନ : ତିନିବର୍ଷରେ ସରିବ ବ୍ରହ୍ମପୁର ରୁ ଜୟପୁର ବିଜୁ ଏକ୍ସପ୍ରେସ ୱେ -୨ର ନିର୍ମାଣ କାମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍ ଆଜି ଦୁଇ ଦିନିଆ ଗସ୍ତରେ ଗଜପତି ଜିଲ୍ଲା ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ବିଜୁ ଏକ୍ସପ୍ରେସ ୱେ ର ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା…

ଚନ୍ଦନଯାତ୍ରା ଉପଲକ୍ଷେ ମାହାଙ୍ଗା ମହୋତ୍ସବ 2023 ବିଶାଳ ଜନସମାଗମ ମଧ୍ୟରେ ଉଦ୍ଘାଟିତ

 https://youtu.be/0u1pSdGxmcA ମହାପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ମାହାଙ୍ଗା ଜନସାଧାରଣ ଙ୍କ ଭଲପାଇବା ପାଇଁ ମାହାଙ୍ଗା ମାଟିର ବିକାଶ ସମ୍ଭବ ହୋଇପାରିଛି - ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା l    (ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ପୂର୍ବବର୍ଷ ଭଳି ଚଳିତ ବର୍ଷ…

ମତୁଆ ସମାଜର ବିଶେଷ ବୈଠକ

ରାଇଘର/ନରସିଂ ବାଘ.: ରାଇଘର ଶ୍ରୀ ଶ୍ରୀ ହରିଚାନ୍ଦ ଗୁରୁଚାନ୍ଦ ସଂଘ ର ସଭାପତି ଶ୍ରୀ ଅରୁଣ କୁମାର ସରକାର ଓ ଶ୍ରୀ ନିଖିଲ ଚନ୍ଦ୍ର ମଣ୍ଡଳ ଙ୍କ ଆହ୍ବାନ କ୍ରମରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ସ୍ତରୀୟ ରେଜିଷ୍ଟ୍ରିଭୁକ୍ତ କମିଟି ଶ୍ରୀ ଶ୍ରୀ ହରି ଗୁରୁଚାନ୍ଦ ମତୁଆ…

ସମ୍ପତ୍ତି ଜବତ ବଦଳରେ ଖାଲି ହାତରେ ଫେରିଲେ ଅଧିକାରୀ

କୁରାଳ ସମବାୟ ସମିତି ଅର୍ଥ ହେରଫେର ଘଟଣା ଓଡ଼ଗାଁ, ୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲା ଓଡ଼ଗାଁ ବ୍ଲକ ଅଧିନସ୍ଥ କୁରାଳ ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୬ କୋଟି ଟଙ୍କାରୁ ଉର୍ଦ୍ଧ ହେରଫେର ହୋଇଥିବା ନେଇ ୨୦୧୬-୧୭ ରେ ଅଭିଯୋଗ ହୋଇଥିଲା । ପ୍ରାୟ ୬୦୦ ରୁ ଉର୍ଦ୍ଧ…

ଜାତୀୟ କୌଶଳ ଯୋଗ୍ୟତା ଆଧାରରେ ଧନ୍ଦାମୂଳକ ଶିକ୍ଷାର ପୁନର୍ବିନ୍ୟାସ

ଆର.ଆଇ.ଇ. ଭୁବନେଶ୍ୱର ଠାରେ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ ଅଧ୍ୟାପକଙ୍କ ପାଞ୍ଚଦିନିଆ ତାଲିମ ଶିବିର ଉଦ୍ଘାଟିତ ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆଂଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ଆୟୋଜିତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ…

ଓଡ଼ିଶା ସରକାରଙ୍କ କ୍ଷେତରୁ ଖାଦ୍ୟ ଥାଳି ବିପ୍ଳବ ପାଇଁ ପଦକ୍ଷେପ: ଲିଙ୍ଗ ସମାନତା ଓ କୁଶଳୀ କରି ଗଢ଼ିବା ପାଇଁ ଅନନ୍ୟ…

ଭୁବନେଶ୍ୱର: ୨୦୨୩ ମସିହାକୁ ମିଳିତ ଜାତିସଂଘ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବରେ ସ୍ୱୀକୃତି ଦେବାର ୫ ବର୍ଷ ପୂର୍ବରୁ ଓଡିଶା ସରକାର ‘ଓଡିଶା ମିଲେଟ ମିଶନ’ ଜରିଆରେ କ୍ଷୁଦ୍ର ଶସ୍ୟ ବା ମିଲେଟକୁ ପ୍ରୋତ୍ସାହନ ଦେବା ଏବଂ ଏହାର ବ୍ୟବହାର ବୃଦ୍ଧି ପାଇଁ ଅବିରତ କାର୍ଯ୍ୟ କରି ଆସୁଛନ୍ତି ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତିଶ କୁମାର: ବିହାର ଭବନ ପାଇଁ ପୁରୀରେ ଜମି ଦେବେ ଓଡିଶା ସରକାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର…