ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର/: ଆଜି ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର…

କାମାକ୍ଷାନଗରରେ ଆରମ୍ଭ ହେବ ଡାଏଲିସିସ୍ ସେଣ୍ଟର

କାମାକ୍ଷାନଗର:  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଡାଏଲିସିସ୍ ସେଣ୍ଟର । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଗ୍ରସ୍ତରେ ଆସି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ…

ମୁକ୍ତାର ଲକ୍ଷ୍ୟଧାର୍ଯ୍ୟ ଉପରେ ରାଜ୍ୟ ସ୍ତରୀୟ କର୍ମଶାଳା

ଭୁବନେଶ୍ୱର, ୧୦/୦୫ : ମୁକ୍ତାର ଲକ୍ଷ୍ୟ ଧାର୍ଯ୍ୟ ଉପରେ ଏକ ଦିନିକିଆ ରାଜ୍ୟ ସ୍ତରୀୟ କର୍ମଶାଳା ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥି ଭାଥନାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରମୁଖ ସଚିବ ଶ୍ରୀ ମାଥୀ ଭାଥନନ ତାଙ୍କ ଉଦବୋଧନରେ କହିଛନ୍ତି ଯେ…

5 T ରୂପାନ୍ତରିତ ହେବାକୁ ଥିବା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଶିଳାନ୍ୟାସରେ କେଁ

ଶିଳାନ୍ୟାସ କଲେ ବିଧାୟକ, ଉତ୍ସବରୁ ଦୁରେଇ ରହିଲେ ପୌର ଅଧ୍ୟକ୍ଷା ନିବେଦିତା ପୌରହିତ୍ୟ କରିବାକୁ ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଅନୁପସ୍ଥିତ। ଫଳକରେ ସାଂସଦ ଙ୍କ ନାମ ନ ଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଦାର୍ ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ…

ଏମଏମସିଏଚ ପକ୍ଷରୁ ନର୍ସିଂ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ ତାଲିମ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ଘୁ.ଉଦୟଗିରି ସହର ପରିକ୍ରମା କାର୍ଯ୍ୟକ୍ରମ ହୋଇଛି I ଆଜି ସକାଳେ ତାଲିମ…

“ସରକାରୀ ଅଧିକାରୀଙ୍କ ଗସ୍ତରେ ମନ୍ତ୍ରୀମାନେ ଛତା ଧରିବାର ପରମ୍ପରା କେବଳ ବିଜେଡ଼ି ସରକାରରେ ଦେଖାଯାଉଛି…

• ବିଜେଡ଼ି ପ୍ରବକ୍ତା ଯେଉଁ ବିଷୟକୁ ଉପସ୍ଥାପନା କରିଛନ୍ତି, ତାହା ତାଙ୍କ ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି • ଅକ୍ଟୋବର ୨୦୧୯ରେ ନିପନ ଷ୍ଟିଲ୍ ଓଡ଼ିଶାରେ ହେବା ନେଇ କୁହାଯାଇଥିବା ବେଳେ ୨୦୨୩ରେ ସେହି କଥାକୁ ଉଠାଇ ବାହାବା ନେବା ପାଇଁ ଚେଷ୍ଟା କରୁଛି ବିଜେଡ଼ି • ୨୦୧୭…

ଅପରାଜିତାଙ୍କ ଠାରୁ ଶିଖନ୍ତୁ ଧର୍ମେନ୍ଦ୍ର: ବିଜେଡି

 କପିଳେଶ୍ୱର ମନ୍ଦିର ପ୍ରସଙ୍ଗର ଉଦାହରଣ ଦେଲା ବିଜେଡି  ସଂସ୍କୃତି ମନ୍ତ୍ରଣାଳୟର ବିଜ୍ଞପ୍ତି ପରେ ଚିଠି ଲେଖିଲେ ଧର୍ମେନ୍ଦ୍ର  କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଆଚରଣରେ ଲୋକେ ହସୁଛନ୍ତି ଭୁବନେଶ୍ୱର,: କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ…

ପାଣ୍ଡିଆନଙ୍କ ଗଜପତି ଗସ୍ତର ଦ୍ବିତୀୟ ଦିନ: ପାହାଡରେ ସୁଡ଼ଙ୍ଗ କରି ଦିଆଯିବ ପାଣି

https://www.youtube.com/watch?v=MBIAX_NvI7E ଛେଳିଗଡ ଜଳସେଚନ ପ୍ରକଳ୍ପ ଖୁବ ଶୀଘ୍ର ଆରମ୍ଭ କରିବାକୁ ପରାମର୍ଶ ଗଞ୍ଜାମ ଓ ଗଜପତିର ୬୬୨୦ ହେକ୍ଟର ଜମିକୁ ମିଳିବ ପାଣି, ବ୍ରହ୍ମପୁର ସହରକୁ ପ୍ରତି ସେକଣ୍ଡରେ ଏକ କ୍ୟୁବିକ ମିଟର ପିଇବା ପାଣି ଖର୍ଚ୍ଚ ହେବ ୯୩୬.୬୩ କୋଟି…

୪ର୍ଥ ପର୍ଯ୍ୟାୟରେ ରୂପାନ୍ତରିତ ହେବ ରାଜ୍ୟର ସମସ୍ତ ହାଇସ୍କୁଲ୍: ୨୦୨୩ ଡିସେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ…

"ମୋ ସ୍କୁଲ୍ ଅଭିଯାନ'ର ୪୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ ଭୁବନେଶ୍ୱର: ଓଡିଶାର ୫-"ଟି' ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତରିତ ହୋଇଥିବା ବିଦ୍ୟାଳୟଗୁଡିକ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚକୋଟୀର ପ୍ରଦର୍ଶନ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟଯତ୍ନ ସେବାର ପ୍ରସାର

ଝାରସୁଗୁଡା଼,:ବେଦାନ୍ତ ଲିମିଟେଡ, ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟ ସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା…