ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ଚିଠି ପରେ ପି.ଏମ ରିଲିଫ ଫଣ୍ଡରୁ ମିଳିଲା ସହାୟତା.
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ କୋରକୋଦା ଗ୍ରାମର ସତ୍ୟ ରଞ୍ଜନ ତ୍ରିପାଠୀ ମେଡିକାଲ୍ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି | ଆପୋଲୋ ହସ୍ପିଟାଲ ଭୁବନେଶ୍ଵରରେ କିଡନୀ ପ୍ରତିରୋପଣ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ହେଉଥିବା ବେଳେ ସତ୍ୟ ରଞ୍ଜନଙ୍କ ବାଟ ଓଗାଳି ଥିଲା…