ପତ୍ନୀଙ୍କୁ ମାରି ଜଳିଦେଲା ସ୍ୱାମୀ, ପୁଅ କଲା ଥାନାରେ ଅଭିଯୋଗ : ଅଧା ପୋଡା ମୃତଦେହ ଜବତ କଲା ପୋଲିସ

କାମାକ୍ଷାନଗର଼-ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କେରଜୁଳି ପଂଚାୟତ ବାଲିସାହିରେ ଘଟିଛି ଏଭଳିଆ ଅଭାବନୀୟ ଘଟଣା ଆଜି ଅପରାହନ ସମୟ ପ୍ରାୟ ୩ଟା ବେଳକୁ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗାଁର ରଙ୍ଗବତୀ ଦାସ (୫୪ବର୍ଷ) ଙ୍କୁ…

ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର,ଆସବାବପତ୍ର

କାମାକ୍ଷାନଗର-କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମର ଶବରସାହିରେ ଭୟାଭୟ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର ସହ ସମସ୍ତ ଆସବାହପତ୍ର।ଅଗ୍ନିକାଣ୍ଡରେ ଛେଳି ଓ ଗାଇଗୋରୁ ମଧ୍ୟ ଜିବନ୍ତ ଜଳି ଯାଇଥିବା ଜଣାପଡିଛି।ସୂଚନା ମୂତାବକ ରାତି ୧୦ଟା ସମୟରେ ଗ୍ରାମର ରଞ୍ଜନ…

ମିଲେଟରେ ମ୍ୟାଜିକ୍ ସୃଷ୍ଟି କରିବାକୁ ସ୍ଥାନୀୟ ସେଫଙ୍କ ସହ ହାତ ମିଳେଇଲେ ଓଡ଼ିଶା ସରକାର

ଭୁବନେଶ୍ୱର : ଓଡିଶା ମିଲେଟସକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ମିଲେଟ ମିଶନ ରେଷ୍ଟୁରାଂଟ ଏବଂ ସେଫ୍ ମାନଙ୍କ ସହଯୋଗ ନେବା ପାଇଁ ପ୍ରମୁଖ ପଦକ୍ଷେପ ନେଉଛି । ଫାର୍ମ ଟୁ ପ୍ଲେଟ ଏହାକୁ ସାକାର କରିବା ଦିଗରେ ଓଡିଶା ଦୃତ ଗତିରେ ଆଗକୁ ବଢୁଛି କାରଣ ରାଜ୍ୟ ସରକାର ମିଲେଟର ବ୍ୟବହାରକୁ ରାଜ୍ୟରେ…

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

ଭୁବନେଶ୍ୱର, ୧୫/୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ ଏଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା…

ତାମିଲନାଡୁରେ ଠାବ ଅଚିହ୍ନା ଓଡ଼ିଆ ବ୍ୟକ୍ତିଙ୍କର ମିଳୁନି ପରିଚୟ

ଚିହ୍ନଟ ପାଇଁ ଓଡ଼ିଶା-ମୋ ପରିବାରର ଅନୁରୋଧ ଗତ ମାର୍ଚ୍ଚ ମାସରେ ତାମିଲନାଡୁରେ ଠାବ ହୋଇଥିବା ଅଚିହ୍ନା ଓଡ଼ିଆ ବ୍ୟକ୍ତିଙ୍କର ସୂଚନା ଓଡ଼ିଶା-ମୋ ପରିବାର ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିଲା । ବିଭିନ୍ନ ଗଣମାଧ୍ୟମ ଏବଂ ଖବରକାଗଜରେ ଏହି ଖବର ପ୍ରସାରଣ ହେବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଉକ୍ତ…

ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ

ଭୁବନେଶ୍ୱର, ୧୫/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ‘ଜାତୀୟ ଫୋରେନ୍‌ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମରେ ଫୋରେନ୍‌ସିକ୍…

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ୧୦ ଦିନିଆ ସମର୍‌କ୍ୟାମ୍ପ ଉଦ୍‌ଜାପିତ

ଭୁବନେଶ୍ୱର, ୧୫/୦୫ : ଗ୍ରୀଷ୍ମକାଳୀନ ଛୁଟି ସମୟରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ୧୦ ଦିନିଆ ସମର କ୍ୟାମ୍ପ ରବିବାର ଉଦ୍‌ଯାପିତ ହୋଇଯାଇଛି । ମେ ୫ ତାରିଖରେ ସୋଆ…

ଶୁଖୁନି ମା’ ଆଖିରେ ଲୁହ,୪ବର୍ଷ ହେଲା ନିଖୋଜ ପୁଅ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ମାଆ ଓ ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତାକୁ ନେଇ ମା' ହସି ହସି ବାତ୍ସଲ୍ୟର ସ୍ନେହଭରା ଲୁହ ଆଖିରୁ ଗଡ଼େଇ ଦେଉଥିଲା ବେଳେ ଆଜି କିନ୍ତୁ ଗୋଟିଏ ମା' ଦୀର୍ଘ ୪ ବର୍ଷ ହେଲା ଏକମାତ୍ର ପୁଅର ବିଚ୍ଛେଦରେ ଲୁହ ବଦଳରେ ରକ୍ତ ଗଡାଉଥିବା ଦେଖିବାକୁ ମିଳିଛି।…

କର୍ଣ୍ଣାଟକରେ କଂଗ୍ରେସର ବିଜୟକୁ ନେଇ ପାରଳାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଜୟ ଉତ୍ସବ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କର୍ଣ୍ଣାଟକରେ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ତଥା ସଫଳତାକୁ ନେଇ ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ବିଜୟ ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ଠାରେ…

“ଆକାଂକ୍ଷା” ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳନ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଂଗଠନ ତରଫରୁ ସିଧାମଡଙ୍ଗ ଠାରେ "ମାତୃ ଦିବସ" ପାଳନ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅଧ୍ୟକ୍ଷତା କରି…