ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରୁ ଚୋରି
ତିନି ଦାନ ବାକ୍ସ ଚୋରି ସହିତ ଲୁହା ଲକର ଭାଙ୍ଗି ଟଙ୍କା ନେଇଗଲେ ଚୋର
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ଏକ ବଡ ଧରଣର ଚୋରି ଘଟଣା ସମାନକୁ ଆସିଛି । ଆଜି ସକାଳେ ପୂଜକ ମାନେ ମହାପ୍ରଭୁଙ୍କ ଙ୍କର ନୀତି ସମ୍ପାଦନ ପାଇଁ…