ମଡେଲ ଡିଗ୍ରୀକଲେଜରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳିତ
ନବରଙ୍ଗପୁର/ଅଶୋକ ସାହୁ; ନବରଙ୍ଗପୁର ଜିଲ୍ଲାର ଟିରଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟସେବା ଯୋଜନା ଓ ଜିଲ୍ଲା ସ୍ବାସ୍ଥ୍ୟସମିତି ନବରଂଗପୁର ର ମିଳିତଆନୁକୁଲ୍ୟରେ ଚକ୍ଷୁଦାନ ସଚେତନତା ପକ୍ଷ 2023 ପାଳନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର…