ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷଜମି ଫେରାଇବା ଅଭିଯାନ: ଛଇତନା ଗ୍ରାମରେ ବେଦାନ୍ତ ବିରୋଧୀଙ୍କ ସଭା।

ପୁରୀ,:ପୁରୀ- କୋଣାର୍କ ବେଳାଭୂମି ମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି, ଘରବାରୀ, ଗୋଚର ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇନେଇ ଥିଲା ।…

5ଟି ସଚିବଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ: ନୂଆ ରୂପରେ ଝଲସିବ ଘଟଗାଁ ମା’ ତାରିଣୀ ପୀଠ

ବିକଶିତ ହେବ ଗୁଣ୍ଡିଚାଘାଗି ଜଳପ୍ରପାତ ଓ ଗୋନାସିକା ଗୁପ୍ତଗଙ୍ଗା ସ୍ଥଳୀ, ଆଗାମୀ ୫୦୦ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ କରାଯିବ ବ୍ରହ୍ମେଶ୍ୱର ଓ ସିତାବିଞ୍ଜି ମନ୍ଦିରର ହେବ ନବକଳେବର ଗୋନାସିକା ଜୁଆଙ୍ଗ ଶିକ୍ଷାନିକେତନରେ ଆରମ୍ଭ ହେବ ଯୁକ୍ତଦୁଇ ପାଠ୍ୟକ୍ରମ…

ପ୍ରଦୀପ ପୁରୋହିତଙ୍କ ଡ୍ରାଇଭରଙ୍କ ଆତ୍ମହତ୍ୟା ପ୍ରସଙ୍ଗ: ମୃତକ ଧନୁର୍ଜୟଙ୍କ ପରିବାର କୁ ଭେଟିଲେ ବିଧାୟିକା ବର୍ଷା

ଆତ୍ମହତ୍ୟା ର ପ୍ରକୃତ କାରଣ ଲୋକଲୋଚନକୁ ଅଣାଯାଉ :- ରାଜୁ ଘିବେଲା ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଡ୍ରାଇଭର ଧନୁର୍ଜୟ ପାଣ୍ଡେଙ୍କ ଆତ୍ମହତ୍ୟା କୁ ନେଇ ଏବେ ଚର୍ଚ୍ଚାର ବଜାର ସରଗରମ ରହିଛି । ଚାହା ଖଟିରୁ ଆରମ୍ଭ କରି ଗାଧୁଆ ତୁଠ ସବୁଠାରେ କେବଳ ଏହି…

ଓଡ଼ଗାଁ ୧୪ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ

ଓଡ଼ଗାଁ,୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଶନିବାର ଓଡ଼ଗାଁ ୧୪ ତମ କ୍ରିକେଟ ଲିଗ୍(ଓସିଏଲ) ଉଦଘାଟିତ ହୋଇଯାଇଛି । ଏହି ଲିଗ୍ ମ୍ୟାଚରେ ଭାଗନେଇଥିବା ୨୧ ଦଳର ଦଳପତି ଏବଂ ଖେଳାଳି ମାନେ ଉପସ୍ଥିତ ରହିଥିଲେ । ଆଜିର ଉଦଘାଟନ ମ୍ୟାଚରେ…

ଦୁଇ ଦିନିଆ ଓଡିଶା ଗସ୍ତରେ ତାମିଲନାଡୁର ୧୫ଜଣିଆ ଟିମ୍‍

 ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା  ଗାରିମା ଯୋଜନାକୁ ପ୍ରଶଂସା : କିନ୍ନରଙ୍କ କାର୍ଯ୍ୟଶୈଳୀର ଅନୁଧ୍ୟାନ  କଟକ ମହାନଗର ନିଗମ ବୁଲି କାର୍ଯ୍ୟ ଦେଖିଲେ ଭୁବନେଶ୍ୱର, ୧୦/୦୬/୨୦୨୩ ତାରିଖ: ତାମିଲନାଡୁ ସରକାରଙ୍କ ଏକ ୧୫ ଜଣିଆ ଟିମ୍ ଦୁଇ ଦିନିଆ…

ପ୍ରତି ଘରେ “ଫାର୍ମ ଟୁ ପ୍ଲେଟ” ଆନେ୍ଦାଳନକୁ ଅଧିକ ପ୍ରଖର କରିବା ପାଇଁ ମନୋରଞ୍ଜନ ଓ ସୂଚନାର ନିଆରା ମିଶ୍ରଣ

ଭୁବନେଶ୍ୱର / ବାରିପଦା – ଓଡ଼ିଶା ମିଲେଟ୍ସ ମିଶନ ଓଡ଼ିଶାର ବଛା ବଛା ୨୦ଟି ସହରରେ ମିଲେଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମନୋରଞ୍ଜନଧର୍ମି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଜୁନ ୧୦ ଓ ୧୧ ତାରିଖରେ ବାରିପଦାର ବାଲେଶ୍ୱର ଗୋଲାଇରେ ଅବସ୍ଥିତ ଇଣ୍ଡିଆ ମଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…

ଓଡ଼ିଶାର ଭାବାବେଗ ସହ ଯାହାଙ୍କ ସମ୍ପର୍କ ନାହିଁ, ସେମାନେ ଆଜି ଦାୟିତ୍ୱରେ ଅଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଟାମ୍ପରକେଲାରେ ‘ଗରିବ କଲ୍ୟାଣ ସମାବେଶ ଫାଶୀମାଲ/ଟାମ୍ପରକେଲା/ସମ୍ବଲପୁର, ଜୁନ ୧୦ – ଆଜି ଓଡ଼ିଶା ଏକ ବଡ଼ ସମସ୍ୟା ଦେଇ ଗତି କରୁଛି । ମନ୍ତ୍ରୀମାନେ ଅମଲାତନ୍ତ୍ରର ସଭା ପାଇଁ ବନ୍ଦୋବସ୍ତ କରୁଛନ୍ତି, ଯାହା ସମ୍ବିଧାନ ବିରୋଧୀ ବୋଲି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ…

ସେବା ଫର ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଅସହାୟଙ୍କ ଶବଦାହ ।

କଙ୍କଡାହାଡ଼,୧୦/୬:କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ଅନ୍ତର୍ଗତ ନୁଆଁସାହିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି ।ସୂଚନା ଅନୁସାରେ ଗ୍ରାମର ସମ୍ବାରୁ ମୁଣ୍ଡା(୫୦)ଙ୍କ ଆଜି ପୂର୍ବାହ୍ନ ୮.୩୦ ସମୟ ରେ ନିଜ ବାସ ଭବନରେ ପରଲୋକ ଘଟିଛି ।ବସ୍ତିର ଅନ୍ୟ ଲୋକମାନେ ସହଯୋଗ ନକରିବାରୁ ଏକୁଟିଆ…

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଙ୍କ ପ୍ରସ୍ତାବ କ୍ରମେ ମାହାଙ୍ଗା ସବରେଜିଷ୍ଟର କାର୍ଯ୍ୟାଳୟର ହେବାକୁ…

 https://youtu.be/nNIPd1W79jo ନୂତନ ଅଫିସ ଗୃହ ପାଇଁ 50 ଲକ୍ଷ ଟଙ୍କା ମଞ୍ଜୁର : କାର୍ଯ୍ୟ ଆରମ୍ଭ ପାଇଁ ବିଧାୟକ କଲେ ଶିଳାନ୍ୟାସ l (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମାହାଙ୍ଗା ବ୍ଲକ ଅଞ୍ଚଳରେ ଅନେକ ଜମିଜମା ସମ୍ବନ୍ଧୀୟ ବିକ୍ରି, ଖର୍ଦି, ରେଷ୍ଟି ଆଦି ବହୁ କାର୍ଯ୍ୟ ପାଇଁ ସମସ୍ତ…

ଝାଙ୍ଗିରାମ ହାଇସ୍କୁଲ ଗୌଡପୁଟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭକ୍ତରଞ୍ଜନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଗୌଡପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ଵର୍ଗତ ଭକ୍ତ ରଞ୍ଜନ ମହାରଣାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ସମାରୋହ ଏବଂ ଗୁରୁପୂଜନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ଓ ବର୍ତ୍ତମାନ…