ଏ.ବି.ସି.ଡି. ନୂଆଖାଇ ଭେଟଘାଟ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏକ ଦିବସୀୟ ଫୁଟବଲ ମ୍ୟାଚ ଅନୁଷ୍ଠିତ l

ପଦ୍ମପୁର :- ଏ. ବି ସି. ଡି ପଦ୍ମପୁରର ନୁଆଁଖାଇ ଭେଟ ଘାଟ ରୌପ୍ୟ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଏକ ଦିବସୀୟ ଗ୍ରାମୀଣ ଫୁଟବଲ ଟୁର୍ନାମେଣ୍ଟକୁ ଡ଼କ୍ଟର ପ୍ରଭାତ ନାରାୟଣ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ପ୍ରଥମ ମ୍ୟାଚ ପଦ୍ମପୁର ଓ ସମ୍ବଲପୁରୀ ଟିମ ମଧ୍ୟରେ ଅନୁଷ୍ଠିତ…

ଅବସରପ୍ରାପ୍ତ ଶିକ୍ଷକ ସୁନିଲ ଦାଶଙ୍କ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଶ୍ରୀନିବାସ ନଗରର ଅବସରପ୍ରାପ୍ତ ଶିକ୍ଷକ ତଥା ସାମ୍ବାଦିକ ଶକ୍ତି ଦାଶ ଓ ସିଦ୍ଧାର୍ଥ ଦାଶଙ୍କ ବାପା ସୁନିଲ କୁମାର ଦାଶଙ୍କ ୬୩ ବର୍ଷ ବୟସରେ ଆଜି (ଶନିବାର ଦିନ) ସକାଳେ ଦେହାନ୍ତ ହୋଇଯାଇଛି। କିଛିବର୍ଷ ହେଲା ସେ…

ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତିର ନୂତନ କର୍ମକର୍ତ୍ତା ଚୟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ବର୍ଷ ପରେ ଗଜପତି ଜିଲ୍ଲା କୁଇ (କନ୍ଧ) ଉନ୍ନୟନ ସମିତି ପକ୍ଷରୁ ମୋହନାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ନୂତନ ଭାବେ ଉନ୍ନୟନ ସମିତି ପାଇଁ କର୍ମକର୍ତା ଚୟନ ହୋଇଯାଇଛି। ନିର୍ବାଚିତ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ…

ସ୍ଵତନ୍ତ୍ର ଭୋଟର ତାଲିକା ସଂଶୋଧନ ଉପଲକ୍ଷେ “ମୁଁ ବି ମିତା” ସଚେତନତା ଅଭିଯାନର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ଆଦେଶ ପ୍ରକାରେ ଆଜି (ଶନିବାର ଦିନ) ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ…

“କୁଚକ୍ରୀଙ୍କ ମୁଣ୍ଡ କାମ କରୁନି, ଇଆଡୁ ସିଆଡୁ ବୟାନ ଦେଉଛନ୍ତି”

ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଚର୍ଚା: ବିଜେପିକୁ କଡା ଜବାବ ଦେଲେ ଟୁକୁନି "ସାମାନ୍ୟ ଲଜ୍ଜା ଥିଲେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ" ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀଙ୍କର ସଚିବ ଭିକେ ପାଣ୍ଡିଆନ ନିଜର ବ୍ୟକ୍ତିଗତ କାମରେ, ବାହାଘର ଭୋଜି ଖାଇବାକୁ ଯିବା ଭଳି…

ବ୍ୟକ୍ତିଗତ କାମ, ବାହାଘର ଭୋଜି ଖାଇ ଯିବାରେ ବି ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିଛନ୍ତି ପାଣ୍ଡିଆନ : ଅନିଲ…

 ପାଣ୍ଡିଆନ ବାବୁ ୧୪ ମେ, ୨୦୨୩ ଦିନ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ଅନୁଗୁଳ ଯାଇ ପାଲଲହଡା ବିଧାୟକଙ୍କର ବାହାଘର ଭୋଜି ଖାଇଥିଲେ  ୨୮ ଜୁନ ୨୦୨୩ ଦିନ ବିଜେଡି ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମଧ୍ୟ ସରକାରୀ ହେଲିକ୍ୟାପ୍ଟରର ବ୍ୟବହାର ହୋଇଛି …

ସରପଡ଼ାରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ପ୍ରଶାସନର ସ୍ୱଳ୍ପ ସଂଚୟ ସଂଗଠନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଂଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରଞ୍ଜନ…

ପାରମ୍ପରିକ ଲୋକକଳା ମାଧ୍ୟମରେ ହେବ ସଚେତନତା : ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାରମ୍ପରିକ ଲୋକକଳା ମାଧ୍ୟମରେ ସୂଚନା , ଶିକ୍ଷା ଓ ଯୋଗାଯୋଗ ନେଇ ହେବାକୁ ଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ୨ ଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ…

ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ମୋହନା ବ୍ଲକ ର…

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକର ପିତୃମାତୃହୀନ ଶିଶୁ ମାନେ ବିପଦ ସଙ୍କୁଳ ଅବସ୍ତାରେ ରହୁଥିବା କଥା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ହେବାଫଳରେ ଗଜପତି ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ବ ଭାବେ ଗ୍ରହଣକରି ପିତୃମାତୃହୀନ ଓ ଏକକ ଅଭିଭାବକ…

କଳାକାରଙ୍କ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ତାଲିମ୍ ଶିବିର

ଗଞ୍ଜାମ,(ନିଲୁ ବିଷୋୟୀ) : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା…