ଜଟଣୀ ଖାସମାହଲ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଡିସେମ୍ବରରୁ ପଟ୍ଟା ବଣ୍ଟନ ଭୁବନେଶ୍ୱର ପତିତ ଜମିର ସତ୍ତ୍ୱ ରାଜସ୍ୱ ବିଭାଗ Task Forceର SOP ଭିତ୍ତିରେ ନିର୍ଦ୍ଧାରିତ ହେବ 5T ସଚିବଙ୍କ ଜିଲ୍ଲା ଗସ୍ତ ପରବର୍ତ୍ତୀ ଉଚ୍ଚସ୍ତରୀୟ ସମୀକ୍ଷା ଆରମ୍ଭ ଭୁବନେଶ୍ୱର :…

ଲାଲପାରାରେ ତିନିଦିନିଆ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଫୂଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ.

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମଲି ପଂଚାୟତର ଲାଲପାରା ଆଦିବାସୀ ଗ୍ରାମ ରେ ତୃତୀୟ  ଦିବସର ଫୂଟବଲ ଟୁର୍ଣ୍ଣାମେଣ୍ଟ  ଅନୁଷ୍ଠିତ ହୋଇଥିଲା |ଏହି ପ୍ରତିଯୋଗୀତାରେ ୨୪ଟି ଦଳ ଭାଗ ନେଇଥିଲା ବେଳେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ଏହି…

ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ – ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ , ଓଡ଼ିଶା ଗଜପତି ଜିଲ୍ଲାଶାଖା ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ମହୋତ୍ସବ - ୨୦୨୩ ପାଳନ ସମାରୋହ କାର୍ଯ୍ୟକ୍ରମ…

୫-ଟି ସଚିବଙ୍କର ଜିଲ୍ଲା ବୁଲା ପ୍ରସଙ୍ଗ: ଟୁକୁନିଙ୍କୁ କୁସୁମଙ୍କ ଚ୍ୟାଲେଂଜ

“ସଚିବ ବଡ ନା ମନ୍ତ୍ରୀ ବଡ” ପ୍ରଶ୍ନର ଜବାବରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରମାଣ କରିଛି ‘ସଚିବ ବଡ’  ଦୁଇଟି ବିଭାଗର ମନ୍ତ୍ରୀ ଭାବରେ ଆପଣ କେତେଥର ସରକାରୀ ହେଲିକ୍ୟାପ୍ଟର ବ୍ୟବହାର କରିପାରିଛନ୍ତି ?  ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ ଦେବା…

ଓଡ଼ିଶାକୁ କେନ୍ଦ୍ର ଦେଇଥିବା ୧୮ଲକ୍ଷ ୮୩ହଜାର କୋଟି ଟଙ୍କାରୁ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାରର ପର୍ଦ୍ଦାଫାଶ କରିବ…

ରାଜ୍ୟ କାର୍ଯ୍ୟାଳୟରେ ‘କୋର କମିଟି’ ବୈଠକ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ପଂଚାୟତସ୍ତରରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଆନ୍ଦୋଳନ ହେବ : ମନମୋହନ ସାମଲ ଭୁବନେଶ୍ୱର,ତା.୦୩/୦୯: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି ।…

ପାରଳାଖେମୁଣ୍ଡି ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡରଧାକାନ୍ତ ମଠ ପ୍ରାଙ୍ଗଣରେ ରବିବାର ଦିନ ବ୍ରାହ୍ମଣ ଦେବତା ମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ବହୁ ଶାନ୍ତି ପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଥିଲା। ଏଥିରେ ପାରଳାଖେମୁଣ୍ଡି…

ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର ଓ ଧନ୍ୟବାଦ ସଭା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡେମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା। ପ୍ରକାଶ ଥାଉକି ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାକୁ ଅଭିଯୋଗ ଶୁଣାଣି ନିମିତ୍ତ ଗତ…

ଓଡ଼ିଶାର ବୃହତ ଛତୁ ପକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମରେ ବିଳମ୍ବ

ପାଣ୍ଡିଆନଙ୍କ ଓଡ଼ଗାଁ ଗସ୍ତ ପାଇଁ ଦିନଟିଏ ଚାଲୁ କରାଯାଇଥିଲା ୫ଟି ସଚିବଙ୍କ ପରିଦର୍ଶନ ପରେ ବନ୍ଦ ପଡିଛି, କର୍ତ୍ତୃପକ୍ଷ କହୁଛନ୍ତି " ଚାଲିବ" ଓଡ଼ଗାଁ,୩।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶାର ଏକମାତ୍ର ସର୍ବ ବୃହତ ଛତୁ ପକ୍ରିୟାକରଣ ୟୁନିଟ୍ କାର୍ଯ୍ୟକ୍ଷମରେ ବିଳମ୍ବ ପରିଲକ୍ଷିତ ହୋଇଛି ।…

ଜାଳେଣୀ ଗ୍ୟାସ ରିହାତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମହିଳା

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ପକ୍ଷରୁ ମହିଳାମାନଙ୍କୁ ଖୁସି ଓ ସୁସ୍ଥ ରଖିବା ପାଇଁ ଭାରତରେ ୯କୋଟି ୬୦ ଲକ୍ଷ ପରିବାରକୁ ଉଜ୍ୱଳା ଯୋଜନାରେ ମାଗଣା ନୂତନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି । ପୁଣି ୭୫ଲକ୍ଷ ନୂଆ ସଂଯୋଗ ଦିଆଯାଇ ଏହାକୁ ୧୦କୋଟି ୩୫ଲକ୍ଷ କରାଯିବ ବୋଲି…

ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର

ବଲାଙ୍ଗିର / ସନ୍ତୋଷ ଠାକୁର: ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ମହେନ୍ଦ୍ର ମହାପାତ୍ର ଏହି ଶିବିର ର ଉଦଘାଟନ କରିଥିଲେ | ସୂଚନା ,…