ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ଯ୍ୟନ୍ତ…

ସମଗ୍ର ଭୁବନ ଅଞ୍ଚଳରେ ବେଆଇନ କାରବାରର ପ୍ରାବଲ୍ୟ

ବେଧଡକ ଚାଲିଛି ମଦ , ଗଞ୍ଜେଇ , କୋଇଲା ଆଦିର ଚୋରା କାରବାର ପୋଲିସ କୁ ଖୋଲା ଚ୍ୟାଲେଞ୍ଜ କରି ଲୁଟ କରୁଛନ୍ତି ଲୁଟେରା ରାଜ୍ୟ ସ୍ତରୀୟ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି । ଢେଙ୍କାନାଳ/ (ରବିନ୍ ଦାସ) ; ସାରା ବିଶ୍ବରେ ପରିଚିତ ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭୁବନ…

ଗରିବ, ଅସହାୟ ଛାତ୍ରଛାତ୍ରୀଙ୍କୁ ସହାୟତାର ହାତ ବଢାଇଲେ ସମାଜସେବୀ

ଗାଇସିଲାଟ/ମନ ଡନସନା - ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଲେ। ଏଥିରେ ଅନେକ ଗରିବ, ଅସହାୟ ମେଧାବୀ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏମାନଙ୍କ ପାଖରେ ଅର୍ଥର ଅଭାବ ଯୋଗୁଁ ଉଚ୍ଚ ଶିକ୍ଷା କରିବାର ଆଶା ମଉଲି ଯାଇଛି। ଏପରି ଦୁଇଟି ପରିବାର ବିଷୟ ରେ ଆମ ଗାଇସିଲାଟ ଅଞ୍ଚଳର ଜଣାଶୁଣା…

ବାଲେଶ୍ୱର ରେଳ ଦୁର୍ଘଟଣା ସ୍ଥଳ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟଙ୍କ ନିମନ୍ତେ ରିଲାଏନ୍ସ…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ରାଷ୍ଟ୍ରକୁ ସ୍ତବ୍ଧ କରିଦେଇଥିବାବେଳେ ମୃତକ, ଆହତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ନିମନ୍ତେ ଜରୁରୀକାଳୀନ ସହାୟତା ଆବଶ୍ୟକ ପଡିଥିଲା । ଦୁର୍ଘଟଣା ସ୍ଥଳକୁ ଟିକିନିଖି ଭାବରେ ତନଖି କରିବା ଏବଂ…

ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ରଥଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀଉଙ୍କ ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ ତିନି ଠାକୁରଙ୍କ ତିନି ରଥ ଯଥା ତାଳଧ୍ଵଜ ,…

ଦୁଇ ସରକାରୀ ସେବାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା

ଓଡ଼ିଶା ମୃତ୍ତିକା ସଂରକ୍ଷଣ ଅଧିକାରୀ ସଂଘ ତରଫରୁ ୪ ଲକ୍ଷ ୨୫ ହଜାର ଟଙ୍କା ସହାୟତା ନିଖିଳ ଓଡ଼ିଶା ସରକାରୀ ହୋମିଓପାଥି ସେବା ସଂଘ ତରଫରୁ ବି ୨ ଲକ୍ଷ ୬୦ ହଜାର ୬୨୧ଟଙ୍କା ସହାୟତା ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବାହାନଗା ଠାରେ ଜୁନ ୨ ତାରିଖରେ ଘଟିଥିବା ରେଳ…

ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା

 ଆସନ୍ତାକାଲି ଝାରସୁଗୁଡାଠାରେ ବରଗଡ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ  ୨୩ ତାରିଖରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତୀ ଅବସରରେ ଭବାନିପାଟଣାରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ  ଭବାନୀପାଟଣାଠାରେ ମାଁ ମାଣିକେଶ୍ୱରୀ ଦର୍ଶନ କରିବା…

ବିଲକୁ ଖତ ବିଞ୍ଚିବାକୁ ଯାଇ ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ

ଢେ଼ଙ୍କାନାଳ/ ରବିନ୍ ଦାସ: ଭୁବନ ବ୍ଲକ ଅନ୍ତର୍ଗତ ଗଡନୃସିଂହପ୍ରସାଦ ପଞ୍ଚାୟତର ମୁରୁଗା ଗ୍ରାମର ଜଣେ ବୃଦ୍ଧ ବିଲକୁ ଖତ ବିଞ୍ଚିବାକୁ ଯାଇ ଅଂଶୁଘାତରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି । ୭୭ ବର୍ଷ ବୟସର ଏହି ବୃଦ୍ଧ ଜଣଙ୍କ ହେଉଛନ୍ତି ବ୍ରହ୍ମାନନ୍ଦ ମହାରଣା । ମୃତକଙ୍କ ପରିବାର ସଦସ୍ୟଙ୍କ…

ଡ୍ରେନର ପୁନରୁଦ୍ଧାର ଏମିତି ଯେ ଭୁବନ ରାସ୍ତାରେ ଢେଉ ଭାଙ୍ଗୁଛି ମଇଳା ପାଣି

https://youtu.be/Tpksgof6MDg ଅସରାଏ ବର୍ଷାରେ କେଉଁଟା ରାସ୍ତା କେଉଁଠି ଡ୍ରେନ ହେଉନି ଜାଣି ଭୁବନ/ଅବିନାଶ ସାଥୁଆ ମହାପାତ୍ର: ଢେ଼ଙ୍କାନାଳ ଜିଲ୍ଲା ଭୁବନ ଏନ.ଏ.ସି କୁ ରାଜ୍ୟରେ ଏକ ନମ୍ବର ଏନ.ଏ.ସି ରେ ପରିଣତ କରିବାକୁ ଡିଣ୍ଡିମ ପିଟୁଥିବା ସ୍ଥାନୀୟ ପ୍ରଶାସନର ଏ ହେଉଛି ବାସ୍ତବ…