ବିଚ୍ଛିନ୍ନାଞ୍ଚଳ ଅଭିମୁଖେ ଉତ୍କଳ ପ୍ରସଙ୍ଗର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା

ପ୍ରଥମଥର ପାଇଁ ଛତିଶଗଡ଼ରେ ବିତରଣ ହେବ ଉତ୍କଳ ପ୍ରସଙ୍ଗ ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ…

ଗୁଦେରପାଲି ମହାବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଗାଇସିଲାଟ/ମନ ଡନସନା - ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ମହାବିଦ୍ୟାଳୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପଦ୍ମାଲୟା କୈଲାସ ଫାଉନ୍ଡେଶନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଝସକେତନ ମେହେର ତାଙ୍କର ତଫରୁ ଶ୍ରେଷ୍ଠ ୬ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ କଲମ ପ୍ରଦାନ କରିଥିଲେ।…

ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବାଲେଶ୍ୱର ଜିଲ୍ଲାର ତିନିଜଣ ରୋଗୀ ଯଥା ଖନ୍ତାପଡାର ଶ୍ରୀ କିରଣ କୁମାର ମଲ୍ଲିକ, ଖନ୍ତାପଡାର ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ଦିବ୍ୟାଂଶୁ ଦୀକ୍ଷିତ, ଜଟିଳ ମାଂସପେଶୀ ରୋଗ Duchenne Muscular Dystrophy ପୀଡିତ ଅଛନ୍ତି । ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ…

ଆଦର୍ଶ ଶିକ୍ଷକ ତଥା ସାହିତ୍ୟିକ ପ୍ରହଲ୍ଲାଦ ବେହେରାଙ୍କ ଅକାଳ ବିୟୋଗ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓଡ଼ଗାଁ ଅଞ୍ଚଳର ବିଶିଷ୍ଟ କବି, ଆଦର୍ଶ ଶିକ୍ଷକ, ସୁଗାୟକ, ପ୍ରକୄତିପ୍ରେମୀ ପ୍ରହଲ୍ଲାଦ ବେହେରାଙ୍କ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ମିଳିଥିବା ଖବରରୁ ପ୍ରକାଶ ଯେ ସ୍ବର୍ଗତ ବେହେରା ରଥଯାତ୍ରା ଦିନ ସକାଳୁ ଶ୍ରୀ ରଘୁନାଥଙ୍କୁ ଦର୍ଶନ…

ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ନିଆରା ସମାଜସେବା

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ନିଆରା ସମାଜସେବା ଏବେ ସମଗ୍ର ନୟାଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ସହିତ ସାଥ ଦେଇଛନ୍ତି ସରପଞ୍ଚ ରବିନ୍ଦ୍ର ନାଥ ସାହୁ । ଅସହାୟକୁ ସହାୟତାର ହାତ ବଢେଇଛନ୍ତି ଉଭୟ ଜନ ପ୍ରତିନିଧି । ନୟାଗଡ଼ ବ୍ଲକ ଅନ୍ତର୍ଗତ…

ଓଡ଼ିଶା-ମୋ ପରିବାରର ପ୍ରଚେଷ୍ଟା ଫଳରେ ସାଉଦି ଆରବରୁ ଓଡ଼ିଶା ଫେରିଲେ ଅଭିମନ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସିକୋ ପଞ୍ଚାୟତର ଅଭିମନ୍ୟୁ ସାମନ୍ତରାୟ, ଗତ ୬ମାସ ତଳେ ନିଜର ପରିବାର ପ୍ରତିପୋଷଣ ଉଦ୍ଦେଶ୍ୟରେ ସାଉଦି ଆରବର ରିଆଦ ଠାରେ ଜଣଙ୍କ ମାଲିକାନା ରେ ବୁଲଡୋଜର ଡ଼୍ରାଇଭର ଭାବେ କାମ କରିବାକୁ ଯାଇଥିଲେ। ଦୀର୍ଘ ୬ମାସ ବିତିଯାଇଥିଲେ ମଧ୍ୟ ସେ ତାଙ୍କ ପ୍ରାପ୍ୟ…

ଅରୁଣଙ୍କ ପ୍ରଚେଷ୍ଟାରେ ଗିରିଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପାଇଲା ଉନ୍ନିତ ବିଦ୍ୟାଳୟ ମାନ୍ୟତା

ଓଡ଼ଗାଁ, ୨୨।୬ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡ଼ିପଲ୍ଲୀ ପ୍ରାଥମିକ ବିଦ୍ୟାଳୟକୁ ମିଳିଛି ଉନ୍ନୀତ ବିଦ୍ୟାଳୟର ମାନ୍ୟତା । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉଦ୍ୟମ କ୍ରମେ ଗିରିଡ଼ିପଲ୍ଲୀ ପଞ୍ଚାୟତ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ…

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସୁଦୃଢ ରଣନୀତି ଓ ପଦକ୍ଷେପ ନିଆଯିବା ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଲୋକସେବା ଭବନ କାର୍ଯ୍ୟାଳୟଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ

ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ ଓ ନୂତନ ପ୍ରକଳ୍ପର ଭିତ୍ତି ସ୍ଥାପନ ଭୁବନେଶ୍ୱର ୨୨ ଜୁନ୍ ୨୦୨୩ :  ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ,ବଲାଙ୍ଗୀର ଜିଲ୍ଲା ଗସ୍ତରେ ଥାଇ ଦେଓଗାଁ ଠାରେ ଏଜ ଦୁଗ୍ଧ ଶୀତଳୀକରଣ…

ଦଶାବତାର ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ସାହୁ ପଡା ଶ୍ରୀ ଗୋପାଲଜୀ ମନ୍ଦିର ସ୍ଥିତ ମାଉସୀ ମା ମନ୍ଦିର ଠାରେ ନୀତି ଭକ୍ତଙ୍କୁ ନିଜର ବିଭିନ୍ନ ଅବତାର ର ରୂପରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା ରେ ପରିଚିତ ସାରା ସଂସାର। ସତ୍ୟ ରୁ…