ରାଜ୍ୟ ସରକାରଙ୍କ ଦୁର୍ନିତି, ଭ୍ରଷ୍ଟାଚାର ବିରୁଦ୍ଧରେ ଗୋତରା ପଂଚାୟତ ସମ୍ମୁଖରେ ବିଜେପିର ଗଣ ଆନ୍ଦୋଳନ।
(ମାହାଙ୍ଗା-ଶାସକ ପ୍ରଶାସକ): ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ସହିତ ଦୁର୍ନିତି ଭ୍ରଷ୍ଟାଚାର ବିରୁଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସମ୍ମୁଖରେ ଗଣ ଆନ୍ଦୋଳନ କରାଯାଉଛି l ସେହପରି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ…