ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନିକ୍ଷେପକଙ୍କ ଅବସର ଗ୍ରହଣ
ଭୁବନେଶ୍ୱର/ଶାସକ ପ୍ରଶାସକ :ଭୁବନେଶ୍ୱର ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ନିକ୍ଷେପକ ଶ୍ରୀ ଦେବେନ୍ଦ୍ର ନାଥ ବେହେରା ଆଜି ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତିା ଶ୍ରୀ ବେହେରା ଯାଜପୁର, ସୋନପୁର, ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ…