ସାମ୍ବାଦିକଙ୍କ ପିତୃ ବିୟୋଗ

 ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଳକ୍ ସାମ୍ବାଦିକ ଝସକେତନ ସାହୁଙ୍କ ପିତା ନିରଞ୍ଜନ ସାହୁ  (୬୩) ଆଜି ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି I ନିରଞ୍ଜନ ବିଳମ୍ବ ରାତ୍ରୀରେ  ଅସୁସ୍ଥ ଅନୁଭବ କରିବା ସହିତ ତାଲପାଲି ସ୍ଥିତ ନିଜ ବାସଭବନରେ ପ୍ରାଣତ୍ୟାଗ କରିଥିଲେ I ଦୀର୍ଘଦିନ ରୁ ସେ ହୃଦରୋଗରେ…

୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ

ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ ଗାଇସିଲାଟ ଠାରେ ୧୬୨ତମ ସ୍ବଭାବ କବି ଗଙ୍ଗାଧର ମେହେର ଜନ୍ମ ଜୟନ୍ତୀ ପାଲିତ ହୋଇଯାଇଛି। ଏହି କାର୍ୟ୍ଯକ୍ରମରେ ମୁଖ୍ଯବକ୍ତା ଭାବରେ ଉମେଶ ଚନ୍ଦ୍ର ମହାପାତ୍ର ବରିଷ୍ଠ ଇଂରାଜୀ ପ୍ରାଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ ଯୋଗଦାନ…

ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ : ଯୋଗ ଦେଲେ ଦୁଇଶହ ପ୍ରତିନିଧି।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ସେପ୍ଟେମ୍ବର ୧୬ ହେଉଛି ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ । ଏହି ସଫେଇ ଦିବସ ଉପଲକ୍ଷେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ପିର ଯାହାନୀଆ ବେଳାଭୂମି ରେ ଅନୁଷ୍ଠିତ ହୋଇଯାଇଅଛି ବେଳାଭୂମି ସଫେଇ ସହ ସଚେତନତା କାର୍ଯ୍ୟକ୍ରମ । ଗ୍ରୀନ ଲାଇଫ ରୁରାଲ ଆସୋସିଏସନ୍…

ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ

୩୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସଡ଼କ ସୁରକ୍ଷା ଅଭ୍ୟାସରେ ପ୍ରତ୍ୟେକ୍ଷ ଅଂଶଗ୍ରହଣ ବ୍ରହ୍ମପୁର: ଭାରତରରେ ଏକ ସୁରକ୍ଷିତ ଗାଡ଼ିଚାଳନା ଅଭ୍ୟାସର ସଂସ୍କୃତି ଗଠନ କରିବାର ଆବଶ୍ୟକତା ଉପରେ ପୁନଃ ଗୁରୁତ୍ୱାରୋପ କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚଏମ୍ଏସ୍ଆଲ)ର…

ହିନ୍ଦୀ କେବେ ଅନ୍ୟ କୌଣସି ଭାରତୀୟ ଭାଷା ସହିତ ପ୍ରତିଯୋଗିତା କରିନାହିଁ କିମ୍ବା କରିବ ନାହିଁ: ଅମିତ ଶାହ

ନୂଆଦିଲ୍ଲୀ,୧୫ା୯: ହିନ୍ଦୀ ଭାଷା କେବେ ଅନ୍ୟ କୌଣସି ଭାରତୀୟ ଭାଷା ସହିତ ପ୍ରତିଯୋଗିତା କରିନାହିଁ କିମ୍ବା କରିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି । ହିନ୍ଦୀ ଦିବସ ପାଳନ ଅବସରରେ ଶ୍ରୀ ଶାହ ଭାଷାଗତ ବିବିଧା ପାଇଁ ପରିଚିତ ଏକ…

ଟାଟା ଷ୍ଟିଲ୍ ପକ୍ଷରୁ ରିଫ୍ରାକ୍ଟରି ପ୍ରଯୁକ୍ତି-୨୦୨୩ ଉପରେ ଆନ୍ତର୍ଜାତିକ ସେମିନାର

ଅଗ୍ରଣୀ ରିଫ୍ରାକ୍ଟରି ନିର୍ମାତା, ଆର୍‌ଆଣ୍ଡ୍‌ଡି କେନ୍ଦ୍ର, ଇସ୍ପାତ କାରଖାନା ଓ ଶିକ୍ଷାନୁଷ୍ଠାନର ୨୦୦ରୁ ଅଧିକ ପ୍ରତିନିଧିଙ୍କ ଦୁଇଦିନିଆ ସେମିନାରରେ ଯୋଗଦାନ ଭୁବନେଶ୍ୱର , ୧୪ ସେପ୍ଟେମ୍ବର ୨୦୨୩: ଇଣ୍ଡିଆନ ସେରାମିକ୍ ସୋସାଇଟି, ଜାମସେଦପୁର ଚାପ୍ଟର ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ…

ଏସୀୟ କ୍ରୀଡ଼ା ୨୦୨୩ରେ କିଟ୍‍ ଓ କିସ୍‍ର ୧୪ ଖେଳାଳି

ଭୁବନେଶ୍ୱର,୧୫ ।୯: ଏସୀୟ କ୍ରୀଡ଼ା-୨୦୨୩ରେ ଉଭୟ କିଟ୍‍ ଓ କିସ୍‍ର ୧୪ଜଣ କ୍ରୀଡ଼ାବିତ୍‍ ଭାରତର ପ୍ରତିନିଧିତ୍ୱ କରିବେ । ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚୀନ୍‍ର ହାଙ୍ଗ୍‍ଝୁଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ରେ ବିଭିନ୍ନ ବିଭାଗରେ ଏମାନେ ଭାରତର…

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ…

ପ୍ରାଚୀନ ସାହିତ୍ୟର ସୁରକ୍ଷା ସହ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ: ନିର୍ଦ୍ଦେଶକ ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଓଡ଼ିଆ ଭାଷା, ସାହିତ୍ୟ ଓ…

ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର (ଓସେପା)ର ସମ୍ମିଳନୀ କକ୍ଷରେ ତା. ୧୪.୦୯.୨୩ରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ…

ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ର ସମର୍ଥନ

କୁଚିଣ୍ଡା : କୁଚିଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ପ୍ରାଥମିକ ସ୍କୁଲ ଫେଡେରେଶନ ର ତିନି ଦଫା ଦାବି ଆନ୍ଦୋଳନ କୁ କୁଚିଣ୍ଡା ବ୍ଲକ ଶାଖା ପକ୍ଷରୁ ହେଉଥିବା ରିଲେ ଗଣଧାରଣା ଆଜକୁ ପଞ୍ଚମ ଦିନରେ ପହଞ୍ଚିଛି l ଆଜି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଦିବାସୀ…