ଜିଲ୍ଲା ସ୍ତରୀୟ ନାବାଳିକା ମାନଙ୍କ ପାଇଁ କ୍ରିଡ଼ା ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ମନୋନୀତ ହୋଇଥିବା କେବଳ ଛାତ୍ରୀ ପ୍ରତିଯୋଗୀ ମାନକୁ ନେଇ ଜିଲ୍ଲା ସ୍ତରୀୟ ଏକ କ୍ରିଡା ପ୍ରତିଯୋଗିତା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡ଼ିୟମଠାରେ…